ବାତ୍ୟା ସୃଷ୍ଟି ହେଲେ ନାଁ ରହିବ ‘ଆକଭାନ’

୨୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ମାର୍ଚ୍ଚ ୧୨ରୁ ମାଟ୍ରିକ୍‌ ପରୀକ୍ଷା

ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇବେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ

ଘନ କୁହୁଡ଼ିରେ ଆଚ୍ଛାଦିତ ରାଜଧାନୀ

ଦିଲ୍ଲୀରେ ଆତଙ୍କୀ ଆକ୍ରମଣର ଆଶଙ୍କା, ହାଇ ଆଲର୍ଟ ଜାରି

ପୁଣି ଆସୁଛି ଲଘୁଚାପ, ପ୍ରବଳ ବର୍ଷିବ

କାଲିଠୁ ଡଲଫିନ ଗଣନା

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍

ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ

ଅତନୁଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ

ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ ପଡ଼ିଲେ ରୋହିତ ପୂଜାରୀ । ତାଙ୍କ ସ୍ଥାନରେ ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ । […]

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ଉଚ୍ଚା ଆକ୍ସନ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ଉଚ୍ଚା ଆକ୍ସନ । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ସୁପାରିସ । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ […]

ଟ୍ରାକ୍ ରେ ସୁରକ୍ଷା ଯାଞ୍ଚ ପାଇଁ 28 ଟ୍ରେନ୍ ବାତିଲ

ସେଫଟି ସମ୍ପର୍କିତ କାମ ପାଇଁ ବିଭିନ୍ନ ଟ୍ରେନ୍ ବାତିଲ । ଆଜି ଦେଶରେ ୨୮ ଟ୍ରେନକୁ ବାତିଲ କରିଛି ରେଳବାଇ । ସାନ୍ତ୍ରାଗାଚ୍ଛି-ପୁରୀ ଏକ୍ସପ୍ରେସ ବାତିଲ ହୋଇଛି । ସେହିପରି ଶାଲିମାର-ସମ୍ବଲପୁର, ହାଓ୍ବଡା-ଚେନ୍ନାଇ ମେଲ, […]

ମୃତକଙ୍କ ପରିବାରର ଜଣଙ୍କୁ ମିଳୁ ଚାକିରି

ବୁଧବାର ଅପରାହ୍ନରେ ଯାଜପୁର ରୋଡ ଚୂନଭାଟି ସ୍କୁଲ ନିକଟସ୍ଥ ରେଳଧାରଣାରେ ଠିଆ ହୋଇଥିବା ଖାଲି ମାଲଗାଡ଼ି ବଗି ଚଢିଯାଇ ୬ଜଣଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ହେବା ଘଟଣା । ଯାଜପୁର […]

ମହାପ୍ରଭୁଙ୍କୁ ଲାଗି ହେଲା ଫୁଲୁରି ତେଲ

ମହାସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ଜ୍ୱରରୁ ଆରୋଗ୍ୟ କରିବା ପାଇଁ ମହାପ୍ରଭୁଙ୍କ ପାଇଁ ଚାଲିଛି ସ୍ୱତନ୍ତ୍ର ଗୁପ୍ତ ସେବା ଓ ଉପଚାର । ଠାକୁରଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଚେରମୂଳି […]

କାହିଁକି ଇଚ୍ଛାମୃତ୍ୟୁ ମାଗିଲେ ରାକ୍ଷୀ ସିଂ

ବାରାଣାସୀ ଜ୍ଞାନବ୍ୟାପୀ ମସଜିଦ ମାମଲାର ଜଣେ ଆବେଦନକାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ମାଗିଛନ୍ତି। କିଛି ଦିନ ତଳେ ସେ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଆଉ ପକ୍ଷ ହେବାକୁ ଚାହୁଁ ନଥିବା […]

5 ଜିଲ୍ଲା ସଭାପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ

ଗୋଟିଏ ପଟେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଅନ୍ୟପଟେ ଦଳ ସଜଡା । ବିଜେଡି ନିଜର ୫ଜଣ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛି ।  ଚଳିତମାସ ଶେଷ ସପ୍ତାହ ସୁଦ୍ଧା ପ୍ରାୟ […]

ପ୍ରକାଶ ପାଇଲା +2 କଳା ପରୀକ୍ଷା ଫଳ

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରେ ଆଜି ପ୍ରକାଶ ପାଇଛି କଳା ପରୀକ୍ଷାଫଳ। ପାସ୍ ହାର ୭୮.୮୮ % ରହିଛି। ପ୍ରଥମ ଶ୍ରେଣୀରେ ୩୨୭୮୨, ଦ୍ୱିତୀୟ ଶ୍ରେଣୀରେ ୩୨୪୬୧ ଓ ତୃତୀୟ ଶ୍ରେଣୀରେ ୧ […]

ଗର୍ଲଫ୍ରେଣ୍ଡକୁ ମାରି କୁକରରେ ସିଝାଇଲା ହତ୍ୟାକାରୀ

ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ଘଟଣା ମୁମ୍ବାଇରେ ରିପିଟ୍‌ ହୋଇଛି। ଶ୍ରଦ୍ଧା ୱାକରଙ୍କୁ ତାଙ୍କ ଲିଭ ଇନ୍‌ ପାର୍ଟନର ଅଫତାବ ପୁନାୱାଲା ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟି ଫୋପାଡ଼ି ଦେଇଥିବା ବେଳେ […]

ବନ୍ଦ ହେବନି ୫୦୦ ଟଙ୍କିଆ ନୋଟ୍

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଲେ ବଡ ସୂଚନା । ୫୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କିମ୍ବା  ପୁନଃପ୍ରଚଳନ କରିବାର ଯୋଜନା ନାହଁ । ୨୦୨୪ ଆର୍ଥିକ ବର୍ଷର ଦ୍ବିତୀୟ ଦ୍ବିମାସିକ ‘ମନିଟାରି […]

ସ୍କୁଲରେ ପଢିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ

ବାହାନଗା ଟ୍ରେନ ଦୁର୍ଘଟଣା ପରେ ଶବ ରଖାଯାଇଥିବା ସ୍କୁଲରେ ପିଲେ ପାଠ ପଢିବାକୁ ଡରୁଛନ୍ତି । ଆଗକୁ ଖରା ଛୁଟି ପରେ ସ୍କୁଲ ଖୋଲିବାକୁ ଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ ରହିଥିବା ଜଣାପଡ଼ିବା ପରେ […]