ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ହରାଇଲେ ପ୍ରଶାନ୍ତ କିଶୋର

ଭୁବନେଶ୍ବରରୁ ଟ୍ରେନରେ ଗଞ୍ଜାମ ଯିବେ ରାଷ୍ଟ୍ରପତି

ବନ୍ୟା ପରିସ୍ଥିତି ସୁଧୁରିଛି

ନିଶା ମୁକ୍ତ ଯୁବ ଅଭିଯାନରେ ସାମିଲ ହେବେ ୧ କୋଟିରୁ ଅଧିକ ଯୁବକ

ଆଣ୍ଟି ପେପର ଲିକ୍ ବିଲକୁ ରାଷ୍ଟ୍ରପତିଙ୍କ ମୋହର

ହାଲ୍‌କୁ ୧୨୦ ତେଜସ୍ ଅର୍ଡର ଦେଲା ଭାରତ

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି

ଖଲିସ୍ତାନୀ ଆତଙ୍କବାଦୀର ସହଯୋଗୀ ମୃତ

ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

ପେଟ୍ରୋଲ ଓ ଗ୍ୟାସ୍ ଯୋଗାଣ ନେଇ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା

ସୁନାବେଶ ପାଇଁ ଛୁଟୁଛି ପୁରୀକୁ ଭକ୍ତଙ୍କ ସୁଅ

ଭୁବନେଶ୍ବର ପୁରୀ ଜାତୀୟ ରାଜପଥ ଜାମ, ମାଳତୀପାଟପୁରରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି ସୁନାବେଶ ପାଇଁ ଛୁଟୁଛି ପୁରୀକୁ ଭକ୍ତଙ୍କ ସୁଅ । ଭକ୍ତଙ୍କ ଆଗମନ ପାଇଁ ପ୍ରବଳ ଭିଡ଼ । […]

ରାଜାଧିରାଜ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ମହଣ ମହଣ ସୂର୍ଣ୍ଣ ଅଳଙ୍କାରରେ ଝଟକିବେ ମହାବାହୁ ଆଜି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୂର୍ଣ୍ଣ ଅଳଙ୍କାରରେ ଝଟକିବେ ମହାବାହୁ । ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ବାହୁଡ଼ା […]

ସୁନାବେଶ ଓ ଅଧରପଣା ପାଇଁ ଆଜି ପୁରୀକୁ ଗଡିବ ସ୍ୱତନ୍ତ୍ର ଟ୍ରେନ

ସୁନାବେଶ ଓ ଅଧରପଣା ପାଇଁ ଆଜି ପୁରୀକୁ ଗଡିବ ସ୍ୱତନ୍ତ୍ର ଟ୍ରେନ ସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆରାମଦାୟକ […]

ବାହୁଡା ଯାତ୍ରାରେ ଅଘଟଣ

ଅଣନିଶ୍ବାସୀ ହୋଇ ଜଣେ ମୃତ ପୁରୀ ବାହୁଡା ଯାତ୍ରାରେ ଅଣନିଶ୍ବାସୀ ହୋଇ ଜଣେ ମୃତ । ମୃତକ ହେଲେ ୫୭ ବର୍ଷୀୟ ଅବିରାମ ଦାସ । ତାଙ୍କ ଘର କଟକରେ । ଦେବୀ ସୁଭଦ୍ରାଙ୍କ […]

ପେପର ଲିକ୍ ସଂଶୋଧନ ବିଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ

ପେପର ଲିକ୍ ସଂଶୋଧନ ବିଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ NEET ପେପର ଲିକ୍‌କୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ ପେପର ଲିକ୍ ବିରୋଧୀ ଆଇନକୁ ଆହୁରି କଠୋର କରିଛନ୍ତି କେନ୍ଦ୍ର ସରକାର। ପବ୍ଲିକ୍ ଏକ୍ଜାମିନେସନ୍ସ […]

ଶନିବାର ବଡ ନିଷ୍ପତ୍ତି ନେବେ ସରକାର!

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ ଅଡ଼ିଲା ସିଜେପି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରୁ ପଛକୁ ହଟିବ ନାହିଁ ବୋଲି ସ୍ପଷ୍ଟ କରିଛି ସିଜେପି (CJP)। କେନ୍ଦ୍ର ସରକାର ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା […]

ଅଗଷ୍ଟ ୧୬ରେ ଅବସର ନେବେ ପୋଲିସ ଡିଜି ୱାଇ.ବି. ଖୁରାନିଆ

ଅଗଷ୍ଟ ୧୬ରେ ଅବସର ନେବେ ପୋଲିସ ଡିଜି ୱାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଆସନ୍ତା ଅଗଷ୍ଟ ୧୬ ତାରିଖ ସରକାରୀ […]

ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ସରକାର ଏବେ କଡ଼ା ଆଭିମୁଖ୍ୟ

ପ୍ରଶ୍ନପତ୍ର ଲିକ୍‌କୁ ନେଇ କ୍ୟାବିନେଟରେ ଚର୍ଚ୍ଚା ଦେଶରେ ବଢ଼ୁଥିବା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ସରକାର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ […]

୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ୍

ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ୍ ୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ୍। ସରକାରଙ୍କ ପକ୍ଷରୁ ତାଙ୍କ ଦାବି ପୂରଣ ହେବାର ପ୍ରତିଶ୍ରୁତି ମିଳିବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର […]

ଆଡ଼ପମଣ୍ଡପରେ ସଅଳ ନୀତି, ବଡ଼ଦାଣ୍ଡରେ ଭକ୍ତଙ୍କ ଅପେକ୍ଷା

ବାହୁଡ଼ିବେ ମହାବାହୁ ଆଜି ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା। ରଥଯାତ୍ରାରେ ଜନ୍ମବେଦିକୁ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସହିତ ରଥାରୁଢ଼ ହୋଇ ଯାଇଥିବା ଜଗତରନାଥ ଶ୍ରୀ ଜଗନ୍ନାଥ ଆଜି ନୀଳକନ୍ଦର ଅଭିମୁଖେ ଫେରିବେ। ଏହି […]

ମେଟ୍ରୋ ଷ୍ଟେସନ ବନ୍ଦ ଯୋଗୁ ସୁପ୍ରମକୋର୍ଟ CJIଙ୍କ ଅସନ୍ତୋଷ, ନ ଖୋଲିଲେ କରିବେ ହସ୍ତକ୍ଷେପ

ମେଟ୍ରୋ ନ ଖୋଲିଲେ ହସ୍ତକ୍ଷେପ କରିବେ ସୁପ୍ରିମକୋର୍ଟ ଦିଲ୍ଲୀ ମେଟ୍ରୋ ଷ୍ଟେସନ୍ ବନ୍ଦ ସମ୍ପର୍କରେ ସୁପ୍ରିମ କୋର୍ଟଙ୍କ କଡ଼ା ଆଭିମୁଖ୍ୟ। ଅପରାହ୍ଣ ସୁଦ୍ଧା ମେଟ୍ରୋ ଷ୍ଟେସନ ନ ଖୋଲିଲେ ହସ୍ତକ୍ଷେପ କରିବେ ଉଚ୍ଚତମ ଅଦାଲତ। […]