ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ବଡ଼ ପଦକ୍ଷେପ

୫ ଜିଲ୍ଲା ଯିବେ ୫ IAS ଅଧିକାରୀ

ବାତ୍ୟା ମୁକାବିଲା ପାଇଁ ପ୍ରାଶାସନିକସ୍ତରରେ ବଡ଼ ପଦକ୍ଷେପ । ବାତ୍ୟା ମୁକାବିଲା ପାଇଁ ୫ ଜିଲ୍ଲା ଯିବେ ୫ IAS ଅଧିକାରୀ । ରାୟଗଡ଼ା ଯିବେ IAS ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ, କୋରାପୁଟ ଯିବେ IAS ଅଧିକାରୀ ପୋମା ଟୁଡୁ । ସେହିପରି ଗଜପତି ଜିଲ୍ଲା ଯିବେ IAS ଅଧିକାରୀ ବିଜୟ କୁମାର ଦାଶ, ମାଲକାନଗିରି ଜିଲ୍ଲା ଯିବେ IAS ଅଧିକାରୀ ୟେଦୁଲା ବିଜୟ, ନବରଙ୍ଗପୁର ଜିଲ୍ଲା ଯିବେ IAS ଅଧିକାରୀ ମହେଶ୍ବର ସ୍ବାଇଁ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *