ଭୁବନେଶ୍ବରରୁ ଟ୍ରେନରେ ଗଞ୍ଜାମ ଯିବେ ରାଷ୍ଟ୍ରପତି

ବନ୍ୟା ପରିସ୍ଥିତି ସୁଧୁରିଛି

ନିଶା ମୁକ୍ତ ଯୁବ ଅଭିଯାନରେ ସାମିଲ ହେବେ ୧ କୋଟିରୁ ଅଧିକ ଯୁବକ

ଆଣ୍ଟି ପେପର ଲିକ୍ ବିଲକୁ ରାଷ୍ଟ୍ରପତିଙ୍କ ମୋହର

ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ

‘ମନଇଚ୍ଛା କାଟିପାରିବେନି ତାଳଗଛ’

ବିଜେଡିକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଟାର୍ଗେଟ

ସ୍ୱାଧୀନ ଲଢିବେ ବିଜେପି ନେତା ଖାରବେଳ ସ୍ୱାଇଁ

୬ଟି ନୂଆ ସହରରେ ଇଭି ବସ୍‌ ଗଡ଼ିବ

ଆନ୍ଧ୍ରରେ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଦକ୍ଷିଣ ଓଡ଼ିଶାରେ ଭୟ

ଭୟଭୀତ ନହେବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ ଡାକ୍ତରଙ୍କ ଚ୍ୟାମ୍ବରଠୁ ରକ୍ତ ନମୂନା ପରିକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଲାଗିଛି ଧାଡି। ଆନ୍ଧ୍ର ପ୍ରଦେଶରେ ୨୦ରୁ ଅଧିକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ଏବଂ ୪ ଆକ୍ରାନ୍ତଙ୍କ ମୃତ୍ୟୁ […]

ଇଣ୍ଡିଆନ ଆଇଡଲରେ ଓଡ଼ିଶା ଝିଅର କମାଲ

ଜ୍ୟୋତିର୍ମୟୀ ଇଣ୍ଡିଆନ ଆଇଡଲ ଚାମ୍ପିଅନ ଇଣ୍ଡିଆ ଆଇଡଲ ମଞ୍ଚରେ ପୁଣି ଝଲକ ଦେଖାଇଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ । ଇଣ୍ଡିଆନ ଆଇଡଲ ଭଳି ଏକ ପ୍ରତିଷ୍ଠିତ ଜାତୀୟ ମଞ୍ଚରେ ଓଡ଼ିଶା ପାଇଁ ଗର୍ବ ଓ […]

ଅତି ପ୍ରବଳ ବର୍ଷା ସତର୍କତା ଜାରି

ଜଗତସିଂହପୁର ଜିଲ୍ଲାରେ ସୋମବାର ସମସ୍ତ ସ୍କୁଲ ବନ୍ଦ ନିର୍ଦ୍ଦେଶ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଥିବାରୁ ସୋମବାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । IMDର ଜଗତ ସିଂହପୁର […]

ଓଡ଼ିଶା ଉପକୂଳରେ ଅବପାତ

୨୭ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଓଡ଼ିଶା ଉପକୂଳରେ ଅବପାତ । ୨୭ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ବର୍ଷା ସମ୍ଭାବନା । ଅବପାତଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର […]

ଶ୍ରୀଜିଉଙ୍କ ‘ଅଧର ପଣା’ ନୀତି

ଅଶରୀରୀ ଓ ଚଣ୍ଡୀ-ଚାମୁଣ୍ଡାଙ୍କ ଉଦ୍ଧାର ପାଇଁ ରଥରେ ଭଙ୍ଗାଯିବ ୯ଟି ମାଟି ହାଣ୍ଡି ଆଜି ରଥ ଉପରେ ଶ୍ରୀଜିଉଙ୍କ ‘ଅଧର ପଣା’ ନୀତି । ଅଶରୀରୀ ଓ ଚଣ୍ଡୀ-ଚାମୁଣ୍ଡାଙ୍କ ଉଦ୍ଧାର ପାଇଁ ରଥରେ ଭଙ୍ଗାଯିବ […]

ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର

ଜନ୍ତରମନ୍ତରରେ ଚାଲିଥିବା CJP ଆନ୍ଦୋଳନ ପ୍ରତ୍ୟାହାର ଦିଲ୍ଲୀରେ ଜନ୍ତରମନ୍ତରରେ ଚାଲିଥିବା CJP ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରାଯାଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି, ସରକାର ଆମ ଦାବି ମାନିଛନ୍ତି, ସମସ୍ତ ଛାତ୍ରଛାତ୍ରୀ […]

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ

ପ୍ରହ୍ଲାଦ ଯୋଶୀ ନୂଆ କେନ୍ଦ୍ର ଶିକ୍ଷାମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏହି […]

ଶ୍ରୀକ୍ଷେତ୍ର ପାଲଟିଲା ଜନ ସମୁଦ୍ର

ଦୁର୍ଲ୍ଲଭ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ପବିତ୍ର ବଡ଼ ତଢାଉ ବେଶ ବା ସୁନା ବେଶ । ରଥ ଉପରେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ର ଜନ ସମୁଦ୍ରରେ […]

ଶାନ୍ତିପୂର୍ଣ୍ଣ ଆ‌ନ୍ଦୋଳନ ସରକାରଙ୍କୁ ଏତେ ବଡ଼ ପଦକ୍ଷେପ ନେବାକୁ ବାଧ୍ୟ କରିଛି

ଏ ବିଜୟ ଗଣତନ୍ତ୍ରର, ଏହା ଆରମ୍ଭ ମାତ୍ର: ଅଭିଜିତ୍ ଦୀପକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ ଜନତା ପାର୍ଟି (ସିଜେପି) ନେତୃତ୍ବରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା […]

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ନିଟ୍ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର। ‘ଏକ୍ସ’ରେ […]

ସୁନାବେଶ ପାଇଁ ଛୁଟୁଛି ପୁରୀକୁ ଭକ୍ତଙ୍କ ସୁଅ

ଭୁବନେଶ୍ବର ପୁରୀ ଜାତୀୟ ରାଜପଥ ଜାମ, ମାଳତୀପାଟପୁରରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି ସୁନାବେଶ ପାଇଁ ଛୁଟୁଛି ପୁରୀକୁ ଭକ୍ତଙ୍କ ସୁଅ । ଭକ୍ତଙ୍କ ଆଗମନ ପାଇଁ ପ୍ରବଳ ଭିଡ଼ । […]