ଅନ୍ତ୍ୟୋଦୟ ଗୃହ ଯୋଜନାକୁ ଦୁଇ ବର୍ଷ ବୃଦ୍ଧି ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ନିର୍ମାଣ ହେବ ଆଉ ୨ ଲକ୍ଷ ୯୧ ହଜାର ୬୬୬ଟି ନୂଆ ଘର ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨ ଲକ୍ଷ ୯୧ ହଜାର ୬୬୬ଟି ନୂଆ ଘର । ଏହା […]

ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ ହିନ୍ଦୁ ଧର୍ମରୁ ଇସଲାମ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି କେବଳ ଧର୍ମ ପରିବର୍ତ୍ତନ ଆଧାରରେ ପଛୁଆ ବର୍ଗ (ମୁସଲିମ୍) ବର୍ଗରେ ସଂରକ୍ଷଣ ଦାବି କରିପାରିବେ ନାହିଁ। ଗୁରୁବାର […]

ଆମିର ଖାନଙ୍କ ଭଣଜା ଇମ୍ରାନ ଖାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ

ଇମ୍ରାନ ଖାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ବଲିଉଡର ଷ୍ଟାର ଅଭିନେତା ତଥା ଆମିର ଖାନଙ୍କ ଭଣଜା ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି । ମୁମ୍ବାଇର କ୍ରାନ୍ତି ମଇଦାନରେ ସିଇସିଙ୍କ ଇସ୍ତଫାକୁ ନେଇ ଚାଲିଥିବା […]

ଓଡ଼ିଶାରେ ଧୀରେ ଧୀରେ ବଢ଼ିବ ଶୀତ

ଦେଶରୁ ବିଦାୟ ନେଲା ମୌସୁମୀ ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ । ​ଦକ୍ଷିଣ ଭାରତରେ ଉତ୍ତର-ପୂର୍ବ ମୌସୁମୀ ପ୍ରବେଶ । ଓଡ଼ିଶାରେ ଶୁଖିଲା ପାଗ ସହ ଆଗକୁ ଧୀରେ ଧୀରେ ଶୀତ ଆସିବ […]

SI ପେପର ଲିକ୍ ରେ EDର ଚାଞ୍ଚଲ୍ୟକର ଖୁଲାସା

SI ପେପର ଲିକ୍ ମାମଲାରେ EDର ଆକ୍ସନ୍, ୧୨ଟି ସ୍ଥାନରେ ଚଢ଼ାଉ SI ପେପର ଲିକ୍ ରେ EDର ଚାଞ୍ଚଲ୍ୟକର ଖୁଲାସା । ଓଡ଼ିଶା ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ […]

ରମାଦେବୀ ବିଶ୍ୱବିଦ୍ୟାଳୟ ସାମ୍ନାରେ ହଙ୍ଗାମା

ଇପସିତାଙ୍କୁ ଉଠାଇନେଲା ପୋଲିସ ଛାତ୍ର ସଂସଦ ନିର୍ବାଚନ ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟ ସାମ୍ନାରେ ପୋଲିସ ଆକ୍ସନ । BCJD ସଭାନେତ୍ରୀ ଇପସିତା ସାହୁଙ୍କୁ ନେଲା ପୋଲିସ । ଇପସିତାଙ୍କ ନାଁରେ ସହିଦନଗର ଥାନାରେ ଅଭିଯୋଗ […]

୭ହଜାର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଆଜି ଛାତ୍ର ସଂସଦ ନିର୍ବାଚନ ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ […]

ପୋଲିସ SI ପରୀକ୍ଷା ପାଇଁ ବଡ଼ ସୂଚନା

SI ପରୀକ୍ଷା ଆବେଦନକାରୀଙ୍କୁ ତଥ୍ୟ ଅପଡେଟ୍ ନିର୍ଦ୍ଦେଶ ଓଡ଼ିଶାରେ ପୋଲିସ ସବ୍‌-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷାକୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ […]

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଚୂଡ଼ାନ୍ତ

ଏଥର ହେବନି ବାଙ୍କଚୁଡ଼ ବେଶ! ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଶେଷ । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ରାତ୍ର ୪ଟାରେ ଦ୍ୱାରଫିଟା, ସାଢେ ୬ଟା ରୁ […]

ରେଲୱେ କର୍ମଚାରୀଙ୍କୁ ଦିୱାଲୀ ଭେଟି

ରେଲୱେ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର ରେଲୱେ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦିୱାଲୀ ପୂର୍ବରୁ ବଡ଼ ଭେଟି ଦେଲେ କେନ୍ଦ୍ର ସରକାର । ରେଲୱେ କର୍ମଚାରୀଙ୍କୁ […]

ମେରଟ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲା

ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ ମେରଟ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ । ସ୍ୱାମୀଙ୍କୁ ହତ୍ୟା କରି ସିମେଣ୍ଟ ଡ୍ରମରେ ଭର୍ତ୍ତି କରିଥିବା ପତ୍ନୀ ମୁସ୍କାନ ଓ ପ୍ରେମିକ […]