ଦେଶ ରାଜନୀତି ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ Jajati express Reporter September 29, 2023 0 ନାରୀ ଶକ୍ତି ବନ୍ଦନ ଅଧିନିୟମରେ ମୋହର ମାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହିଳା ସଂରକ୍ଷଣ ବିଲକୁ ମିଳିଲା ଅନୁମୋଦନ । ଏହି ନାରୀ ଶକ୍ତି ବନ୍ଦନ ଅଧିନିୟମରେ ମୋହର ମାରିଛନ୍ତି ଖୋଦ ରାଷ୍ଟ୍ରପତି ଦ୍ରୌପଦୀ […]
ଓଡ଼ିଶା ଜିଲ୍ଲା ପାଣିପାଗ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ! Jajati express Reporter September 29, 2023 0 ୪୮ ଘଣ୍ଟାରେ ନେବ ଲଘୁଚାପର ରୂପ , ୧୦ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ! ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା […]
ଦେଶ କାବେରୀ ପାଇଁ କର୍ଣ୍ଣାଟକ ଠପ ! Jajati express Reporter September 29, 2023 0 କାବେରୀ ଜଳ ପରିଚାଳନା ବିରୋଧରେ ପୁରା କର୍ଣ୍ଣାଟକ ବନ୍ଦ କର୍ଣ୍ଣାଟକରେ ଜୋର ଧରୁଛି କାବେରୀ ତାତି। କାବେରୀର ଜଳ ପରିଚାଳନା ପାଇଁ ଆଜି ପୂରାପୂରି ଠପ ହୋଇଛି କର୍ଣ୍ଣାଟକ । ଅଖଚକ ସବୁ ବନ୍ଦ […]
ଓଡ଼ିଶା ଜିଲ୍ଲା କଟକରେ ଚୌଧୁରୀ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ! Jajati express Reporter September 29, 2023 0 ୪ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ କଟକରେ ଭୟଙ୍କର ଅଗ୍ନିକାଣ୍ଡ । ଚୌଧୁରୀ ବଜାର ସ୍ଥିତ ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଥିବା ବେଳେ ଲକ୍ଷାଧିକ ଟଙ୍କାର ଧନସମ୍ପତି […]
ଅପରାଧ ଓଡ଼ିଶା ଜିଲ୍ଲା ୩୫ଘଣ୍ଟା ପରେ ମିଳିଲା ବାପାଙ୍କ ମୃତଦେହ, ଏଯାଏଁ ମିଳିନି ଝିଅର ପତ୍ତା ! Jajati express Reporter September 29, 2023 0 ବୈତରଣୀ ନଦୀକୁ ଡେଇଁ ବାପଝିଅଙ୍କ ଆତ୍ମହତ୍ୟା ଘଟଣା ମିଳିଲା ବୈତରଣୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ବାପଝିଅଙ୍କ ମଧ୍ୟରୁ ବାପାର ମୃତଦେହ , ହେଲେ ମିଳିଲାନି ଝିଅ। ଭଦ୍ରକ ଭଣ୍ଡାରୀ ପୋଖରିସ୍ଥିତ ଆଖୁଆପଦା ବ୍ରିଜ […]
ଅପରାଧ ଦେଶ ପଞ୍ଜାବରେ ନେତାଙ୍କୁ ଗୁଳିମାଡ଼ Jajati express Reporter September 29, 2023 0 ଅକାଳି ଦଳର ଜଣାଶୁଣା ନେତାଙ୍କୁ ଗୁଳିମାରିଲେ ଦୁବୃର୍ତ୍ତ ପୁଣି ଅଶାନ୍ତ ହେଲା ପଞ୍ଜାବ । ଦୁବୃର୍ତ୍ତଙ୍କ ଟାର୍ଗେଟରେ ଏବେ ରାଜନେତା । ପୂର୍ବରୁ ପଞ୍ଜାବରେ ଜଣେ କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି କରି […]
ରାଜନୀତି ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ସସପେଣ୍ଡ ହେଲେ ଦୁଇ ବିଧାୟକ Editor September 29, 2023 0 ମତେ ବିନା ଦୋଷରେ ସସପେଣ୍ଡ କରାଯାଇଛି: ମୋହନ ମାଝୀ ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିବା ଅଭିଯୋଗରେ ସସ୍ପେଣ୍ଡ ହୋଇଛନ୍ତି ୨ ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ […]
ଓଡ଼ିଶା ଜିଲ୍ଲା ପାଣି ପିଇବାକୁ ଆସି ମଝିନଈରେ ଫସିଲେ ହାତୀପଲ Jajati express Reporter September 28, 2023 0 ବୌଦ୍ଧ କଣ୍ଟାମାଳ ତେଳନଦୀରେ ଫସିଲେ ୧୨ଟିକିଆ ହାତୀପଲ ମଝି ନଈରେ ଫସିଗଲେ ୧୨ଟିକିଆ ହାତୀପଲ । ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ମାଣିକପୁର ଗାଁ ନିକଟ ତେଲନଦୀରେ। ସୂଚନା […]
ଅପରାଧ ଓଡ଼ିଶା ଜିଲ୍ଲା ଫାଇନାନ୍ସ କମ୍ପାନୀରେ ଦୁବୃର୍ତ୍ତଙ୍କ ଲଙ୍କାକାଣ୍ଡ ! Jajati express Reporter September 28, 2023 0 ନିଆଁ ଲଗାଇ ପୋଡ଼ିଦେଲେ ୧୨ଗାଡ଼ି, ବର୍ତ୍ତିଗଲେ କର୍ମଚାରୀ ! ଫାଇନାନ୍ସ କମ୍ପାନୀରେ ନିଆଁ ଲଗାଇ ଦେଲେ ଦୁବୃର୍ତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରିରେ ଥିବା ଫାଇଲାନ୍ସ […]
ଓଡ଼ିଶା ଜିଲ୍ଲା ପାଣିପାଗ ଆଗାମୀ ୨୪ଘଣ୍ଟାରେ ଲଘୁଚାପ ! Jajati express Reporter September 28, 2023 0 ବର୍ଷା ପାଇଁ ୧୭ ଟି ଜିଲ୍ଲାକୁ ସତର୍କତା ଜାରି ! ରାଜ୍ୟରେ ପ୍ରତି ମୁହୂର୍ତ୍ତରେ ବଦଲୁଚି ପାଣିପାଗ । ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହି […]
ଅପରାଧ ଓଡ଼ିଶା ଜିଲ୍ଲା ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡିଲେ ବାପା Jajati express Reporter September 28, 2023 0 ସାଙ୍ଗ ହୋଇ ବାପଝିଅଙ୍କ ଆତ୍ମହତ୍ୟା ! ସାମ୍ନାକୁ ଆସିଲା ଏକ ଲୋମହର୍ଷଣକାରୀ ଘଟଣା । ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡିଲେ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ […]