ଭୁବନେଶ୍ବର ରେ ଟ୍ରାଫିକ ଜାମ, ଲମ୍ବା ଲାଇନରେ ଫସୁଛନ୍ତି ଗାଡି ଚାଳକ

ଦୀପାବଳିରେ ରାଜଧାନୀରେ ଅସମ୍ଭାଳ ଟ୍ରାଫିକ ଭିଡ଼

ରାଜଧାନୀରେ ଅସମ୍ଭାଳ ଟ୍ରାଫିକ ଭିଡ଼ । ଦୀପାବଳି ପୁର୍ବରୁ ନାହି ନଥିବା ଟ୍ରାଫିକ ଜାମ୍ । ଲମ୍ବା ଲାଇନରେ ଫସୁଛନ୍ତି ଗାଡି ଚାଳକ । ସର୍ଟକଟ ଦେଖି କିଛି ଲୋକ ଖସୁଛନ୍ତି । ଚାରି ଚକିଆ ଠୁଁ ଆରମ୍ଭ କରି ଦୁଇ ଚକିଆ ପର୍ଯ୍ୟନ୍ତ । ସଭିଏଁ ଅସମ୍ଭାଳ ଟ୍ରାଫିକ ଭିଡରେ ବସି ରହୁଛନ୍ତି ଦିର୍ଘ ସମୟ । ଆଖି ଦୃଶିଆ ହେଉନି ଟ୍ରାଫିକ ପରିଚାଳନା । ବାଣି ବିହାରରୁ ରାମ ମନ୍ଦିର ଛକ । ବମିଖାଲରୁ ରସୁଲଗଡ଼ ଛକ ।କଳ୍ପନା ରୁ ଷ୍ଟେସନ ବଜାର । ବାଣି ବିହାର ଓଭରବ୍ରୀଜ ରେ ପଳାଶୁଣୀ ପର୍ଯ୍ୟନ୍ତ । ରାଜଧାନୀରେ ପ୍ରମୁଖ ଟ୍ରାଫିକ ଛକ ମାନଙ୍କ ରେ ନାହି ନଥିବା ଭିଡ ସାମ୍ନା କରୁଛନ୍ତି ଲୋକେ ।

Leave a Reply

Your email address will not be published. Required fields are marked *