ଉପକୂଳରେ ବଢ଼ିଲା ପାରଦ କମିଲା ଶୀତ

୧୫ ଡିଗ୍ରୀ ତଳେ ଦୁଇ ସହରର ତାପମାତ୍ରା

ରାଜ୍ୟରେ ଶୀତ ଲହରୀ ଜାରି । ଉପକୂଳରେ ବଢ଼ିଲା ପାରଦ କମିଲା ଶୀତ । ଅଧିକାଂଶ ସ୍ଥାନରେ ୨୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ୧୬ ଡିଗ୍ରୀ ତଳେ ରହିଛି ପାରଦ । ଝାରସୁଗୁଡ଼ାରେ ୧୪.୨ ଡିଗ୍ରୀ, ନବରଙ୍ଗପୁରରେ ୧୪.୬ ଡିଗ୍ରୀ, ଦାରିଙ୍ଗିବାଡ଼ି ଓ କୋରାପୁଟରେ ୧୫ ଡିଗ୍ରୀ, ଭବାନୀପାଟଣାରେ ୧୫.୫ ଡିଗ୍ରୀ, ରାଉରକେଲା ୧୫.୭ ଡିଗ୍ରୀ, ବଲାଙ୍ଗୀରରେ ୧୬ ଡିଗ୍ରୀ ଓ ସୋନପୁରରେ ୧୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ।

ଝାରସୁଗୁଡ଼ା- ୧୪.୨ ଡିଗ୍ରୀ

ନବରଙ୍ଗପୁର- ୧୪.୬ ଡିଗ୍ରୀ

ଦାରିଙ୍ଗିବାଡ଼ି- ୧୫ ଡିଗ୍ରୀ

କୋରାପୁଟ- ୧୫ ଡିଗ୍ରୀ

ଭବାନୀପାଟଣା- ୧୫.୫ ଡିଗ୍ରୀ

ରାଉରକେଲା -୧୫.୭ ଡିଗ୍ରୀ

ବଲାଙ୍ଗୀର- ୧୬ ଡିଗ୍ରୀ

ସୋନପୁର- ୧୬.୨ ଡିଗ୍ରୀ

Leave a Reply

Your email address will not be published. Required fields are marked *