ପାଠ୍ୟପୁସ୍ତକ ବିବାଦ; ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ

ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି, ଓସେପା ଅଫିସ୍ ରେ କ୍ରାଇମବ୍ରାଞ୍ଚ ଟିମ୍

ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ। ଓସେପା ଅଫିସରେ କ୍ରାଇମବ୍ରାଞ୍ଚ ଟିମ। ଓସେପା ଅଫିସରେ ପହଞ୍ଚି ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍। ଡିଏସପି ନରେନ୍ଦ୍ର ବେହେରାଙ୍କ ସମେତ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଚଳାଇଛି। ଓସେପା କାର୍ଯ୍ୟାଳୟରେ ଉପନିର୍ଦ୍ଦେଶିକା ଇତିଶ୍ରୀ ନାୟକଙ୍କୁ ପଚରାଉଚରା କରୁଛନ୍ତି ୪ ଅଧିକାରୀ।ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେତେ ଛାତ୍ରଛାତ୍ରୀ ଙ୍କ ପାଇଁ ବହି ଛାପା ହେଇଛି, କେଉ ଶ୍ରେଣୀର କେତେ ବହି , କେଉଁ ବିଷୟରେ କେତେ ବହି ଛାପା ହେଇଛି ସେ ନେଇ ତଥ୍ୟ ମଗାଯାଇଛି । ବହି ପ୍ରିଣ୍ଟ ପାଇଁ କେତେ ଟଙ୍କା କେତେ ଥର ଦିଆଯାଇଛି ସେସବୁର ତଥ୍ୟ ଓସେପା ମାଗିଛି ।

Leave a Reply

Your email address will not be published. Required fields are marked *