ଜେଲ୍ ଗଲେ ବିଦ୍ୟାଭାରତୀ

ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଜେଲ୍ ଗଲେ ବିଦ୍ୟାଭାରତୀ ବହୁଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼। ଜେଲ୍ ଗଲେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। […]

ଆନ୍ଧ୍ର ଉପକୂଳ ମୁହାଁ ‘ମୁରାସୁ’ ବାତ୍ୟା

୨୧ଟି ବିମାନ ଉଡ଼ାଣ ବାତିଲ ବାତ୍ୟା ‘ମୁରାସୁ’ ପ୍ରଭାବରେ ବିମାନ ସେବା ବାଧାପ୍ରାପ୍ତ । ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ଭୀଷଣ ବାତ୍ୟା ‘ମୁରାସୁ’ ପାଇଁ ଚେନ୍ନାଇ ଓ ବିଜୟୱାଡ଼ା ବିମାନବନ୍ଦରରେ ମୋଟ […]

ସନ୍ଧ୍ୟା ୭ ରୁ ୯ ଟା ବାଣ ଫୁଟାଇବାକୁ ଅନୁମତି

ରାତି ୯ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଧାରିତ ସମୟ ଅନୁଯାୟୀ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ହିଁ ବାଣ ଫୁଟାଇବାକୁ ଦିଆଯିବ ଅନୁମତି । ଏହାର ବ୍ୟତିକ୍ରମ କଲେ, କଡ଼ା […]

୩ ସକାଳେ ନେଲ୍ଲୋର ଓ ନରସାପୁର ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା

ଆସୁଛି ବାତ୍ୟା ମୁରାସୁ ବଙ୍ଗୋପସାଗରରେ ବାତ୍ୟା । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ମୁରାସୁ । ଆସନ୍ତାକାଲି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରେ ନେବ ଭୀଷଣ ବାତ୍ୟାର […]

ମାଲକାନଗିରିରେ ତିନି ଦିନ ପାଇଁ ବନ୍ଦ ରହିବ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର

ମାଲକାନଗିରିରେ ଆଜିଠୁ ୩ ଦିନ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡ଼ି ବନ୍ଦ ଦୁଇ ତାରିଖରୁ 4 ତାରିଖ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର IMD ପୂର୍ବାନୁମାନ କରିଛନ୍ତି । […]

ବାତ୍ୟା ଅର୍ଣ୍ଣବ କ୍ଷୟକ୍ଷତି ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପରିବାରକୁ ୫୦ କିଲୋ ଚାଉଳ ସହ ୨୫୦୦ ଟଙ୍କା,ଫସଲ ପାଇଁ ହେକ୍ଟର ପିଛା ୨୨୫୦୦ ଟଙ୍କା ବାତ୍ୟା ଅର୍ଣ୍ଣବ କ୍ଷୟକ୍ଷତି ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତ […]

୨୦୨୬ ପାଇଁ ୩୪ତମ ଏକଲବ୍ୟ ପୁରସ୍କାର ଘୋଷଣା

ସୁନେଲିତା ଟପ୍ପୋ ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର ୨୦୨୬ ପାଇଁ ଘୋଷଣା ହୋଇଛି ସମ୍ମାନଜନକ ୩୪ତମ ଏକଲବ୍ୟ ପୁରସ୍କାର ଘୋଷଣା। ହକି ଖେଳାଳି ସୁନେଲିତା ଟପ୍ପୋ ପାଇବେ ଏକଲବ୍ୟ ପୁରସ୍କାର। ପୁରସ୍କାର ବାବଦରେ ନଗଦ […]

ଦକ୍ଷିଣ ଓଡ଼ିଶାକୁ ଭିଜାଇବ ବାତ୍ୟା ମୁରାସୁ

କାଲିଠୁ ବର୍ଷା ନେଇ ସତର୍କ ସୂଚନା ଆସୁଛି ବାତ୍ୟା ମୁରାସୁ, ପୁଣି ଦକ୍ଷିଣ ଓଡ଼ିଶାକୁ ଭିଜାଇବ। କାଲିଠୁ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କାଲି ପାଇଁ ଗଞ୍ଜାମ ଓ ଗଜପତି […]

ଦିଲ୍ଲୀରେ ଶୀତକାଳୀନ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା

ପ୍ରଦୂଷଣ ପାଇଁ ଦିଲ୍ଲୀରେ ଆଜିଠୁ ନୂଆ ନିୟମ ଦିଲ୍ଲୀରେ ବଢ଼ୁଥିବା ଶୀତକାଳୀନ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ନଭେମ୍ବର ୧ରୁ ରାଜଧାନୀରେ ଲାଗୁ ହେବ ଏକାଧିକ କଡ଼ା […]

ଯୌନ ନିର୍ଯାତନା ଅଭିଯୋଗ ମଧ୍ୟରେ ସୁଶାନ୍ତ ନାଥଙ୍କ ବଦଳି

ଜେଲ୍ ଡିଜି ପଦରୁ ହଟିଲେ ସୁଶାନ୍ତ କୁମାର ନାଥ, OSD ଭାବେ ନିଯୁକ୍ତ ଯୌନ ନିର୍ଯାତନା ଅଭିଯୋଗ ମଧ୍ୟରେ ସୁଶାନ୍ତ ନାଥଙ୍କ ବଦଳି । ଜେଲ୍ ଡିଜି ପଦରୁ ହଟିଲେ ସୁଶାନ୍ତ କୁମାର ନାଥ […]

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ପ୍ରଥମ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛନ୍ତି । […]