୨୪ ଘଣ୍ଟା ୨ ଜିଲ୍ଲାରେ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ସକ୍ରୀୟ ଲଘୁଚାପ : ପ୍ରବଳ ବର୍ଷା ନେଇ ସତର୍କତା ବଙ୍ଗୋପସାଗରରେ ସକ୍ରୀୟ ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ […]

ପୁସ୍ତକ ତ୍ରୁଟି ଘଟଣାରେ ବଢ଼ିପାରେ ଗିରଫଦାରି

ଏସ୍‌ସିଇଆରଟି କାର୍ଯ୍ୟାଳୟରେ କ୍ରାଇମ୍‌ବ୍ରାଞ୍ଚ ର ତଦନ୍ତ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଜାରି ରହିଛି କ୍ରାଇମବ୍ରାଞ୍ଚ ତଦନ୍ତ। ଆଜି ଏସ୍‌ସିଇଆରଟି କାର୍ଯ୍ୟାଳୟରେ ପହଞ୍ଚିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ । କାର୍ଯ୍ୟାଳୟରେ ଜରୁରୀ କାଗଜପତ୍ର, ଦସ୍ତାବିଜର ଯାଞ୍ଚ କରିଛନ୍ତି […]

ମହାପ୍ରଭୁଙ୍କ ଅପେକ୍ଷାରେ ସିଂହଦ୍ଵାର

ରାତି ପାହିଲେ ରଥଯାତ୍ରା ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର , ରାତି ପାହିଲେ ଶ୍ରୀମନ୍ଦିରରୁ ବାହାରିବ କାଳିଆ । ହଲିହଲି ଝୁଲିଝୁଲି ରଥରେ ବସିବ ଆଉ ନବଦିନାତ୍ମକ ଯାତ୍ରାରେ ଯିବ ଗୁଣ୍ଡିଚା ଘର […]

୨୭ ହଜାର କୋଟିରୁ ଅଧିକ ଟଙ୍କାର ମେଗା ପ୍ୟାକେଜ

କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ଗ୍ରାମାଞ୍ଚଳ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟରେ ୨୭ ହଜାର କୋଟିରୁ ଅଧିକ ଟଙ୍କାର ମେଗା ପ୍ୟାକେଜ । ଗ୍ରାମୀଣ ଅଞ୍ଚଳରେ […]

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ଭଦ୍ରକରେ ଆଜି ସମସ୍ତ ସ୍କୁଲ ଛୁଟି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ ଛୁଟି […]

ସିବିଏସଇର ବଡ଼ ନିଷ୍ପତ୍ତି

ଦଶମ ପାସ୍ ସାର୍ଟିଫିକେଟ୍ ପାଇଁ ତୃତୀୟ ଭାଷାରେ ପାସ୍ ହେବା ବାଧ୍ୟତାମୂଳକ CBSE ବୋର୍ଡ ପକ୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି । […]

ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା, ମନୋଜ ପାଢ଼ୀ ଗିରଫ

ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା, ମନୋଜ ପାଢ଼ୀ ଗିରଫ ଓଡ଼ିଶା ଗଣଶିକ୍ଷା ବିଭାଗର ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଆଜି ମନୋଜ ପାଢ଼ୀଙ୍କୁ ଗିରଫ କରାଯାଇଛି । ମନୋଜ ପାଢ଼ୀ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ […]

ସମୁଦ୍ର ମଝିରେ ଇରାନର କ୍ରୁଜ୍ ମିସାଇଲ୍ ଆଟାକ୍

ଜଳିଗଲା ୨ଟି ବାଣିଜ୍ୟିକ ଜାହାଜ, ଜଣେ ଭାରତୀୟ ନାବିକ ମୃତ ସମୁଦ୍ର ମଝିରେ ଇରାନର କ୍ରୁଜ୍ ମିସାଇଲ୍ ଆଟାକ୍ । ଜଳିଗଲା ୨ଟି ବାଣିଜ୍ୟିକ ଜାହାଜ । UAE ତେଲ ଟାଙ୍କର ଉପରେ ଇରାନର […]

ରଥଯାତ୍ରା ପାଇଁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ

ରଥଯାତ୍ରା ପାଇଁ ୩୦୦ରୁ ଅଧିକ ସ୍ପେଶାଲ ଟ୍ରେନ୍ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା-୨୦୨୬ ଅବସରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳ ପକ୍ଷରୁ ବଡ଼ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ୩୦୦ରୁ ଅଧିକ […]

କେଜିରୁ ପିଜି ମାଗଣା ଶିକ୍ଷା, SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

କେଜିରୁ ପିଜି ମାଗଣା ଶିକ୍ଷା, SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ କେଜିରୁ ପିଜି ମାଗଣା ଶିକ୍ଷା ପ୍ରସଙ୍ଗରେ SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କହିଲେ, ଆର୍ଥିକ ଅନଗ୍ରସର […]

ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ

ଦିଲ୍ଲୀ ଗସ୍ତରେ ବିଜେଡି ସୁପ୍ରିମୋ ଦିଲ୍ଲୀ ଗଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ବ୍ୟକ୍ତିଗତ କାର୍ଯ୍ୟରେ […]