ବାହୁଡ଼ା ଯାତ୍ରା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ବୈଠକ

ରତ୍ନବେଦିକୁ ଫେରିବେ ସାଆନ୍ତେ, ଆଉ ଦିନକ ପରେ ବାହୁଡ଼ା ଯାତ୍ରା

ଆସାମରେ ବନ୍ୟା ତାଣ୍ଡବ

ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମେଟ୍ରୋ ଷ୍ଟେସନ ବନ୍ଦ

ସେପ୍ଟେମ୍ବର ୬ ରେ ଚୂଡ଼ାନ୍ତ ଭୋଟର ତାଲିକା

ମହିଳାଙ୍କ ପାଇଁ ମୋହନ ସରକାଙ୍କ ଉପହାର

ରଘୁନାଥପୁରରେ କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ

ୱାକଫ ଆଇନ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି

ରାଜଧାନୀରେ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣର ବଡ଼ ନେଟୱର୍କ

ଜମ୍ମୁ-କାଶ୍ମୀରରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଚାରି ପୁଅକୁ ଜାବୁଡି ଧରି ଟ୍ରେନ ଟ୍ରାକରେ ଶୋଇପଡିଲା ବାପା, ଘଟଣାସ୍ଥଳରେ ୫ ମୃତ

୪ ପିଲାଙ୍କୁ ଧରି ଟ୍ରେନ ଆଗକୁ ଡେଇଁପଡିଲା ବାପା ହରିୟାଣା ଫରିଦାବାଦରେ ୪ ପିଲାଙ୍କୁ ଧରି ଟ୍ରେନ ଆଗକୁ ଡେଇଁପଡିଲା ବାପା । ପିଲାଙ୍କ ସହିତ ଜୀବନ ହାରିବା ପୂର୍ବରୁ ସେମାନଙ୍କୁ ଥଣ୍ଡା ପାନୀୟ […]

ସମାପ୍ତ ହେଲା ଶ୍ରୀଜିଉଙ୍କ ମହାସ୍ନାନ, ଆରମ୍ଭ ହେବ ଗଜାନନ ବେଶ

ଶ୍ରୀଜିଉଙ୍କ ମହାସ୍ନାନ ନୀତି ଶେଷ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ତିନି ଠାକୁରଙ୍କ ମହାସ୍ନାନ ନୀତି ଶେଷ ହୋଇଛି ।  ସୁନା କୂଅରୁ ୧୦୮ ଗରା ପାଣି ଅଣାଯାଇ ମହାପ୍ରଭୁଙ୍କୁ ସେବାୟତମାନେ ମହାସ୍ନାନ କରାଇଛନ୍ତି । […]

ଦେଶରେ କାୟା ମେଲାଉଛି କରୋନା

୭୦୦୦ ଡେଇଁଲା କରୋନା ସଂକ୍ରମିତ ସଂଖ୍ୟା ଡରାଇଲାଣି କରୋନା । ସମଗ୍ର ଦେଶରେ କରୋନା ପୁଣି କାୟା ମେଲାଉଛି । ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଆକ୍ଟିଭ କେସ୍ […]

ଯାଜପୁରରେ ବଢୁଛି ଡାଇରିଆ ରୋଗୀଙ୍କ ସଂଖ୍ୟା

ଯାଜପୁରରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି: ୨ ଜଣ ମୃତ, ୫୦୦ ଆକ୍ରାନ୍ତ ଯାଜପୁରରେ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଆଉ କିଛି ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଡାଇରିଆରେ […]

ସ୍ନାନଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀମନ୍ଦିର ଉତ୍ତର ଦ୍ଵାର ଦେଇ ପ୍ରବେଶ କରିଥିଲେ । ଦେବସ୍ନାନ […]

ସ୍ନାନବେଦୀରେ ମହାପ୍ରଭୁଙ୍କ ନୀତିକାନ୍ତି

ସ୍ନାନବେଦୀରେ ହେଉଛି ମନ୍ଦିର ଭିତରର ନୀତିକାନ୍ତି ସ୍ନାନ ବେଦି ଉପରେ ଅନୁଷ୍ଠିତ ହେଉଛି ମନ୍ଦିର ଭିତରେ ହେଉଥିବା ନୀତିକାନ୍ତି । ସକଳ ଭକ୍ତ ସନ୍ଦର୍ଶନ କରୁଛନ୍ତି ସେସବୁ ନୀତି । ସମସ୍ତ ନୀତି ଶେଷ ପରେ […]

ଦୁର୍ଲଭ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ

ସାଆନ୍ତଙ୍କ ଅପେକ୍ଷାରେ ସ୍ନାନବେଦି ସ୍ନାନବେଦିକୁ ଆସିବେ ସାଆନ୍ତେ। ଦୁର୍ଲଭ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ଦର୍ଶନ କରିବେ ଭକ୍ତ। ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ […]

ଲୋକଙ୍କ ସରକାର, କିନ୍ତୁ ଲୋକ କାହାନ୍ତି ପଚାରିଲେ ବିଜେଡି ସୁପ୍ରିମୋ

ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ସରକାରଙ୍କୁ ଟାର୍ଗେଟ୍‌ ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ସରକାରଙ୍କୁ ଟାର୍ଗେଟ୍‌। ବର୍ଷକର କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ୍‌ କଲେ ନବୀନ ପଟ୍ଟନାୟକ। କୁହାଯାଉଛି ଲୋକଙ୍କ ସରକାର, କିନ୍ତୁ ଲୋକ କାହାନ୍ତି ପଚାରିଲେ ବିଜେଡି […]

ଓଡ଼ିଆ ପୁଅ ଉତ୍କଳ ରଂଜନ ସାହୁଙ୍କୁ ରାଜସ୍ଥାନରେ ବଡ଼ ଦାୟିତ୍ବ

ରାଜସ୍ଥାନ ଲୋକ ସେବା ଆୟୋଗର ନୂଆ ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଉତ୍କଳ ରଂଜନ ସାହୁ ଓଡ଼ିଆ ପୁଅ ଉତ୍କଳ ରଂଜନ ସାହୁଙ୍କୁ ରାଜସ୍ଥାନରେ ବଡ଼ ଦାୟିତ୍ବ ମିଳିଛି। ଭାରତୀୟ ପୁଲିସ ସେବା (ଆଇପିଏସ୍) […]

ବିଜେଡିକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଟାର୍ଗେଟ

୯ବର୍ଷ ଆମେ କରିଥିଲୁ, ବିକିଭାଙ୍ଗି ଚଳିଲେ: ମନମୋହନ ସାମଲ ବିଜେଡିକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଟାର୍ଗେଟ। ଆମେ ବର୍ଷେ ହେଲା ଆସିଛୁ କିନ୍ତୁ ସେ ୧୫ ବର୍ଷରେ କଣ କରିଛନ୍ତି କୁହନ୍ତୁ […]