ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା
ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଖବର । ଅଗଷ୍ଟ ୨୮ରେ ମିଳିବ ସୁଭଦ୍ରା ଯୋଜନା ଟଙ୍କା । ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା । ନୟାଗଡ଼ରେ ହେବ ସୁଭଦ୍ରା ରାଜ୍ୟସ୍ତରୀୟ ସମାରୋହ । ଏକ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଅଗଷ୍ଟ ୨୮ ସୁଦ୍ଧା ଆବେଦନକାରୀଙ୍କୁ ମିଳିବ ଟଙ୍କା । ବାଦ ପଡ଼ିଥିବା ଯୋଗ୍ୟଙ୍କୁ ମିଳିବ ପାଞ୍ଚ କିସ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ଏକାସଙ୍ଗେ ପାଞ୍ଚ କିସ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା ।
