ଡ୍ୟୁଟିରୁ ହଟିଲେ ପାଇଲଟ

ଏୟାର ଇଣ୍ଡିଆର ୨ ପାଇଲଟ ଡ୍ରଗ୍ ଟେଷ୍ଟରେ ବିଫଳ

ଫୁକେଟ-ଦିଲ୍ଲୀ ବିମାନରେ ଟର୍ବୁଲାନ୍ସ ଘଟଣା ପରେ ଏୟାର ଇଣ୍ଡିଆ ଡ୍ରଗ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଥିଲା । ଏହି ଟେଷ୍ଟରେ ଏୟାର ଇଣ୍ଡିଆର ୨ ପାଇଲଟ ବିଫଳ ହୋଇଥିବା ଜଣାପଡିଛି । ଚୂଡ଼ାନ୍ତ ଟେଷ୍ଟ ରିପୋର୍ଟ ଆସିନାହିଁ ତଥାପି ସୁରକ୍ଷା ଦୃଷ୍ଟିରୁ ଦୁଇ ପାଇଲଟଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି । ବିଗତ ଦିନରେ ଏୟାର ଇଣ୍ଡିଆର ଏକ ବିମାନ ଟର୍ବୁଲେନ୍ସର ସମ୍ମୁଖୀନ ହେବା ଘଟଣା ପରେ ପାଇଲଟମାନଙ୍କ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି ।

Leave a Reply

Your email address will not be published. Required fields are marked *