ପୁଣେ ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଇଣ୍ଡିଗୋ
ପୁଣେ ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଇଣ୍ଡିଗୋ ବିମାନ । ପୁଣେରୁ ଗୌହାଟୀ ଅଭିମୁଖେ ଇଣ୍ଡିଗୋ ବିମାନ 6E 0623 ଯାତ୍ରା କରୁଥିବାବେଳେ ଆଜି ସକାଳେ ପୁଣେରେ ଅବତରଣ କରିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଥିବା ଜଣାପଡିଛି । ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଅଛନ୍ତି। କୌଣସି ଆହତ ହେବାର ରିପୋର୍ଟ ନାହିଁ ।
