ମୁମ୍ବାଇରେ ଇଣ୍ଡିଆ କେମ୍-୨୦୨୬ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇରେ ଇଣ୍ଡିଆ କେମ୍-୨୦୨୬ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆ କେମ୍-୨୦୨୬ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ମୁମ୍ବାଇରେ ଆୟୋଜିତ ଇଣ୍ଡିଆ କେମ୍-୨୦୨୬ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଉଦଘାଟନୀ ଅଧିବେଶନ ଓ ସିଇଓ ରାଉଣ୍ଡ ଟେବୁଲରେ ଯୋଗ ଦେବେ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ। ଓଡ଼ିଶାରେ ନିବେଶ ଆଉଟରିଚ୍ କାର୍ଯ୍ୟକ୍ରମର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ। ନୂଆ ନିବେଶ ଆକର୍ଷଣ ସହ ଓଡ଼ିଶାର ସ୍ଥିତି ମଜବୁତ କରିବା ମୁଖ୍ୟ ଲକ୍ଷ୍ୟ ରହିଛି। ରାସାୟନିକ ଓ ପେଟ୍ରୋକେମିକାଲରେ ନିବେଶ ସମ୍ଭାବନା ପ୍ରଦର୍ଶନ କରିବ ଓଡ଼ିଶା। ୨୦ରୁ ଅଧିକ ପ୍ରମୁଖ କମ୍ପାନୀ ପ୍ରତିନିଧିଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *