ଇଣ୍ଡିଗୋ ବିମାନରେ ବୋମା ଧମକ

ମଝି ଆକାଶରେ ବିମାନରେ ବୋମା ଥିବା ଧମକ

ଇଣ୍ଡିଗୋ ବିମାନରେ ବୋମା ଖବର ପ୍ରଚାରିତ ହେବା ପରେ ଆତଙ୍କ ସୃଷ୍ଟି ହୋଇଛି । ବେଙ୍ଗାଲୁରୁ ଏୟାରପୋର୍ଟରେ ଲକ୍ଷ୍ନୌରୁ ଆସିଥିବା ବିମାନରେ ବୋମା ଥିବା ନେଇ କ୍ରୁ ସଦସ୍ୟଙ୍କୁ ଧମକ ମିଳିଥିଲା । ଏହାପରେ ପାଇଲଟ ଏବଂ କ୍ରୁ ସଦସ୍ୟ ସୁରକ୍ଷା ପ୍ରୋଟୋକଲ ଅଧିନରେ ଜରୁରୀ ପଦକ୍ଷେପ ନେଇଛନ୍ତି । ପ୍ରଥମେ ଏହାକୁ ଗୁଜବ ବୋଲି ଆଶଙ୍କା କରିଥିଲେ । କିନ୍ତୁ ସୁରକ୍ଷା ଦୃଷ୍ଟି ରୁ ବିମାନକୁ ସଂପୂର୍ଣ୍ଣ ଭାବେ ଯାଞ୍ଚ କରିଥିଲେ ।

Leave a Reply

Your email address will not be published. Required fields are marked *