ବଗି ଛାଡି ଇଂଜିନ ଛୁ Posted on August 23, 2026August 23, 2026 ପୁରୁଣାକଟକ -ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନରେ ଅଘଟଣ ବଲାଙ୍ଗିର ସୁଦପଡା ରେଲୱେ ଫାଟକ ନିକଟରେ ବଗିକୁ ଛାଡ଼ି ପଳାଇଲା ଇଂଜିନ | ପୁରୁଣାକଟକ -ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନରେ ଘଟିଛି ଏଭଳି ଘଟଣା | ଏପରି ଘଟଣା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ | ପରେ ପୁଣି ଇଂଜିନକୁ ଯୋଡିବା ପରେ ଟ୍ରେନ ଗଡ଼ିଥିଲା |
ଓଡ଼ିଶା ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କରିବେ ମୋଦୀ User 003 January 8, 2025 0 ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ହେବେ ସାମିଲ । ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ […]
ଓଡ଼ିଶା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ User 003 April 2, 2026 0 ନନ୍ଦା,ଭଦ୍ରା ଏବଂ ବୈଜୟନ୍ତୀ ଡଙ୍ଗାକୁ ପାଣିରୁ ବାହାର କଲେ ଭୋଇ ସେବକ ମହାପ୍ରଭୁଙ୍କ ଗ୍ରୀଷ୍ମକାଳୀନ ଚନ୍ଦନ ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ । ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା,ଭଦ୍ରା ଏବଂ […]
ଓଡ଼ିଶା ଜିଲ୍ଲା ମହୁମାଛି କାମୁଡାରେ ୧୫ ଆହତ ! Jajati express Reporter August 23, 2023 0 କାମ କରିବାକୁ ଯାଇଥିବା ବେଳେ ଅଘଟଣ କୋରାପୁଟରେ ମହୁମାଛି ଆତଙ୍କ । ଗୋଡେଇ ଗୋଡେଇ ମାରୁଛି ମହୁମାଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ସୁନାବେଡା ଚକର୍ଲିପୁଟ୍ ଗାଁରେ। ଆକ୍ରମଣରେ ୧୫ଜଣ ଆହତ […]