ଆଜିଠୁ ଓଡ଼ିଶା ସମେତ ୮ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା‌

ଆଜିଠୁ ଡିଜିଟାଲ ଜନଗଣନା ଆଜିଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା‌ ଆରମ୍ଭ ହେବ। ଏଥିପାଇଁ ଜନସଂଖ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏପ୍ରିଲ ୧୬ରୁ ମେ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଜନଗଣନା […]

ଓଏଏସ୍ କନିଷ୍ଠ ବର୍ଗ ଏବଂ ଓଆରଏସ୍ ଅଧିକାରୀଙ୍କ ପାଇଁ ନୂତନ ବଦଳି ନୀତି ଜାରି

ଓଏଏସ୍ କନିଷ୍ଠ ବର୍ଗ ଏବଂ ଓଆରଏସ୍ ଅଧିକାରୀଙ୍କ ପାଇଁ ନୂତନ ବଦଳି ନୀତି ବଦଳି ନିମନ୍ତେ କୌଣସି ପ୍ରତ୍ୟକ୍ଷ ଅବା ପରୋକ୍ଷ ସୁପାରିଶ୍ ପାଇଁ ନିଷେଧାଦେଶ ଜାରି ହୋଇଛି । ରାଜ୍ୟରେ ପ୍ରଶାସନକୁ ଅଧିକ […]

ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ଭୟଙ୍କର ଦୁର୍ଘଟଣା

ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଭୟଙ୍କର ଦୁର୍ଘଟଣା ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହେବ ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୮ […]

ସରଣ୍ଡାରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ

ମାଓବାଦୀ ଗୁଳିରେ ୫ ଯବାନ ଆହତ ସରଣ୍ଡା ବାଲିବା ଜଙ୍ଗଲରେ ଭୟାବହ ଗୁଳି ବିନିମୟ। ମାଓବାଦୀ ଗୁଳିରେ ୫ ଯବାନ ଆହତ ଆହତ। ଆଇଇଡି ବିସ୍ଫୋରଣ ଓ ଗୁଳିବର୍ଷାରେ ଥରିଲା ଅଞ୍ଚଳ। ପଶ୍ଚିମ ସିଂହଭୂମ […]

ଆଜିଠୁ ସଂସଦ ସ୍ଵତନ୍ତ୍ର ଅଧିବେଶନ

ସଂସଦରେ ଆଜି ଉପସ୍ଥାପିତ ହେବ ସୀମା ପୁନଃ ନିର୍ଦ୍ଧାରଣ ବିଧେୟକ-୨୦୨୬ ଲୋକସଭାରେ ଆଜି ଆଗତ ହେବାକୁ ଥିବା ୩ଟି ସଂଶୋଧନ ବିଧେୟକ ପାରିତ ହେଲେ। ମହିଳାଙ୍କୁ ପ୍ରତିନିଧିତ୍ୱ ପାଇଁ ସଂରକ୍ଷଣ ସହ ଲୋକସଭାର ଆସନ […]

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

୪୮ ଘଣ୍ଟାରେ ଡକାଯାଉ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ସମ୍ବିଧାନ ସଂଶୋଧନ ବିଲ୍ ପ୍ରସଙ୍ଗରେ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ଏହି ବିଲ୍ ଦ୍ବାରା ଲୋକସଭା […]

ରାଘବ ଚଢାଙ୍କୁ କେନ୍ଦ୍ର ସରକାରଙ୍କ Z କାଟାଗୋରି ସୁରକ୍ଷା

ରାଘବ ଚଢାଙ୍କୁ କେନ୍ଦ୍ର ସରକାରଙ୍କ Z କାଟାଗୋରି ସୁରକ୍ଷା ପଞ୍ଜାବରେ ଆପ୍ ସରକାର ରାଘବ ଚଢାଙ୍କ ସିକ୍ୟୁରିଟିକୁ ପ୍ରତ୍ୟାହାର କରିନେଇଛି । ଆଉ ରାଘବ ଚଢା କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେବେ ବୋଲି […]

ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ଶକ୍ତ ଝଟକା

ଅନ୍ତରୀଣ ଜାମିନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ଶକ୍ତ ଝଟକା ଲାଗିଛି । ଆସାମରେ ଦାୟର ହୋଇଥିବା ଏକ ଏଫଆଇଆର ମାମଲାରେ କଂଗ୍ରେସ ନେତା ପଓ୍ବନ ଖେଡାଙ୍କୁ […]

ବିହାର ଦେଖିଲା ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ

ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ ବିହାର ଦେଖିଲା ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ। ପାଟନା ଲୋକଭବନରେ ଆୟୋଜିତ ଉତ୍ସବରେ ଶପଥ ନେଇଛନ୍ତି […]

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

ଶ୍ରୀମନ୍ଦିର ଚାରି ଦ୍ଵାରରେ ହେବ ଲଗେଜ ସ୍କାନର ବ୍ୟବସ୍ଥା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ । ଶ୍ରୀମନ୍ଦିର ଚାରିଦ୍ୱାରରେ ମେଟାଲ ଡିଟେକ୍ଟର ଦ୍ବାରା ଯାଞ୍ଚ ହେବ । ଚାରି ଦ୍ଵାରରେ […]

ଗଠନ ହେଲା ନୂଆ ରାଜନୈତିକ ଦଳ ଓଡ଼ିଶା ଜନତା କଂଗ୍ରେସ

ପୌର ଓ ପଞ୍ଚାୟତ ନିର୍ବାଚନରେ ଲଢ଼ିବ ଦଳ: ମହମ୍ମଦ ମୋକିମ୍ ଓଡ଼ିଶାରେ ନୂଆ ରାଜନୈତିକ ଦଳ ଓଡ଼ିଶା ଜନତା କଂଗ୍ରେସ । ଯାହାର ନେତୃତ୍ୱ ନେଉଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ପ୍ରତିଷ୍ଠାତା […]