ବଦ୍ରିନାଥ ମନ୍ଦିର ଦାନ ଚୋରି ମାମଲା, ମନ୍ଦିରର ପୂର୍ବ ଅଧିକାରୀଙ୍କୁ ଗିରଫ କଲା ଏସଆଇଟି

ବଦ୍ରିନାଥ ମନ୍ଦିର ଦାନ ଚୋରି ମାମଲାରେ ପୂର୍ବ ଅଧିକାରୀ ଗିରଫ

ବଦ୍ରିନାଥ ଧାମରୁ ଦାନ ପାଣ୍ଠି ଚୋରି ମାମଲାରେ ଏସଆଇଟି ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଏସଆଇଟି ତରଫରୁ ବଦ୍ରି କେଦାର ମନ୍ଦିର କମିଟିର ପୂର୍ବ ଅଧିକାରୀ ରାଜେନ୍ଦ୍ର ସିଂ ଚୌହ୍ୱାନଙ୍କୁ ଗିରଫ କରାଯାଇଛି ।ସୂଚନା ମୁତାବକ ରାଜେନ୍ଦ୍ର ସିଂ ଚୌହ୍ୱାନ ଜୁନ ୩୦ ତାରିଖରେ ନିଜ ପଦରୁ ଅବସର ନେଇଥିଲେ । ଅବସର ନେବାର କିଛି ଦିନ ମଧ୍ୟରେ ଏସଆଇଟି ତରଫରୁ ତାଙ୍କୁ ବଦ୍ରିନାଥ ମନ୍ଦିରରୁ ଦାନ ଚୋରି ମାମଲାରେ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *