ଆଜି ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

୨୦୨୪ ନିର୍ବାଚନ ପାଇଁ ନେତାଙ୍କୁ ଦେବେ ଗୁରୁମନ୍ତ୍ର ! ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ କିଭଳି ଓଡ଼ିଶାରେ ସ୍ଥିତି ମଜଭୁତ […]

ଫୁଲୁଛି ହୀରାକୁଦ ଜଳଭଣ୍ଡାର, ଆସିବ କି ବଡ ବନ୍ୟା !

ମୁଣ୍ଡଳୀରେ କମିଛି ଜଳସ୍ତର ଫୁଲୁଛି ହୀରାକୁଦ , ଆତଙ୍କିତ ତଳିଆ ଲୋକେ । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମରେ ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦ ଡ୍ୟାମର ୨ଟି ଗେଟ୍ […]

ମହାନଦୀରେ ୨୦ଫୁଟ ଘାଇ

ଜଗତସିଂହପୁର ତେରମାଣପୁରରେ ଘାଇ, ଆତଙ୍କିତ ଲୋକେ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବଢିଚାଲିଛି ନଦୀମାନଙ୍କର ଜଳସ୍ତର । ଏମିତିକି ବିପଦ ସଂକେତ ଉପରେ ବୈତରଣୀର ଜଳସ୍ତର ଥିବା ବେଳେ ମହାନଦୀର ଜଳସ୍ତର ମଧ୍ୟ ତଳିଆ […]

ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ

ବର୍ଷାଜନିତ ଖରାପ ପାଗ ଯୋଗୁଁ ତାରିଖ ପରିବର୍ତ୍ତନ ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ। ରାଜ୍ୟରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ଦେଖାଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖା […]

ଯାଜପୁର ରୋଡ ଦାନିଆବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଭାରସାମ୍ୟ ହରାଇ ମନ୍ଦିର ଘୋଡାରେ ପିଟିହେଲା ବାଇକ, ଜଣେ ମୃତ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଭାରସାମ୍ୟ ହରାଇ ମନ୍ଦିର ଘୋଡାରେ ପିଟିହେଲା ବାଇକ, ଜଣେ ମୃତ ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ […]

ରାଜଧାନୀରେ ଡେଙ୍ଗୁ ରାଜ !

ଦୁଇ ସପ୍ତାହ ମଧ୍ୟରେ ୫୦ ଆକ୍ରାନ୍ତ ଚିହ୍ନଟ ରାଜଧାନୀରେ ଏବେ ବ୍ୟାପୁଛି ଡେଙ୍ଗୁ । ସେପଟେ ଲଗାଣ ବର୍ଷା ପରେ ଡେଙ୍ଗୁ ଭୟ ସାରା ରାଜଧାନୀରେ ଭୟ ସୃଷ୍ଟି କରାଇଛି । ଦୁଇ ସପ୍ତାହ […]

ମହାନଦୀରେ ଆସିପାରେ ବନ୍ୟା !

ମହାନଦୀ ମୁଣ୍ଡଳିରେ ବଢୁଛି ଜଳସ୍ତର ଲଗାଣ ବର୍ଷାରେ ସାରା ରାଜ୍ୟରେ ସ୍ଥିତି ଅଣାୟତ ଥିବା ବେଳେ ଟ୍ଵିନ ସିଟିରେ ମଧ୍ୟ ଏହାର ବଡ ପ୍ରଭାବ ଦେଖିବାକୁ ମିଳିଛି । ମହାନଦୀରେ ମଧ୍ୟ ବନ୍ୟା ସ୍ଥିତି […]

ବୁଡାଉଛି ବୈତରଣୀ !

ବୈତରଣୀରେ ବନ୍ୟା , ଆତଙ୍କିତ ଲୋକେ ! ବର୍ଷା ଯୋଗୁଁ ରାଜ୍ୟରେ ଦେଖା ଦେଇଛି ବନ୍ୟା ସ୍ଥିତି । ଲଗାଣ ବର୍ଷା ପ୍ରଭାବରେ ବୈତରଣୀରେ ବନ୍ୟା ଆସିଛି । ବନ୍ୟା ଯୋଗୁଁ ବୈତରଣୀର ପାଣି […]

୨ ମାସ ପରେ ବି ସରିନି ପରିଚୟ ଖୋଜା

୨୯ଟି ମୃତଦେହର ଏଯାଏଁ ମିଳୁନି ଠିକଣା ପରିଚୟ ଅପେକ୍ଷାରେ ଶବ । ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କିଛି ବ୍ୟକ୍ତିଙ୍କ ପରିଚୟ ଏବେ ବି ମିଳିପାରିନି । ୨ ମାସ ପରେ ବି […]

ପୂରଣ ହେଲା ବନ କର୍ମଚାରୀଙ୍କ ଦୀର୍ଘଦିନର ଦାବି

ଶିମିଳିପାଳ ପାଇଁ ଗଠନ ହେବ ଜଏଣ୍ଟ ଟାସ୍କ ଫୋର୍ସ ବନ କର୍ମଚାରୀଙ୍କ ଦୀର୍ଘ ଦିନର ପ୍ରମୁଖ ଦାବି ପୂରଣ ହୋଇଛି। ଶିମିଳିପାଳ ଟାଇଗର ରିଜର୍ଭ ପାଇଁ ଜଏଣ୍ଟ ଟାସ୍କ ଫୋର୍ସ ଗଠନ ହୋଇଛି। ଜଏଣ୍ଟ […]

ରକ୍ତଦାନ ଶିବିର କରି ଜନ୍ମଦିନ ପାଳିଲେ ଯୁବ କାଉନସିଲର

ରକ୍ତ ଅଭାବ ଦୂର କରିବାକୁ ନିଆରା ପ୍ରୟାସ ଯୁବ କାଉନସିଲରଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ହୋଇଛି ରକ୍ତଦାନ ଶିବିର । ଯାଜପୁର ବ୍ୟାସନଗର ମୁନିସିପାଲିଟିର 14ନଂ ଯୁବ କାଉନସିଲର ସିଦ୍ଧାର୍ଥ ଶଙ୍କର ସାମଲଙ୍କ ଶୁଭ […]