ଶ୍ରମିକ ସୁରକ୍ଷା କଲ୍ୟାଣରେ ସାମିଲ ହେଲେ ଆଉ ୫୦ ବର୍ଗ

ଡେଲିଭରି ବୟଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୪ଲକ୍ଷ ଶ୍ରମିକ ସୁରକ୍ଷା କଲ୍ୟାଣ ଯୋଜନାରେ ସାମିଲ ହେଲେ ଆଉ ୫୦ ବର୍ଗ । ଏହି ବର୍ଗରେ ଆସୁଥିବା ବ୍ୟକ୍ତି ବେଶେଷଙ୍କ ପରିବାର ପାଇଁ ଏକ […]

ବଜ୍ରକାପ୍ତା ଚାଲାଣ ବେଳେ ମାଡି ବସିଲା ବନବିଭାଗ

ବନବିଭାଗ କବ୍ଜାରେ ୮ ଶିକାରୀ ପୁଣି ମାତିଛନ୍ତି ବନ୍ୟଜନ୍ତୁ ଶିକାରୀ । ପୋଲିସ ଆଖିରେ ଧୁଳି ଦେଇ ଦିନ ଦ୍ଵିପ୍ରହରରେ କରୁଛନ୍ତି ବନ୍ୟଜନ୍ତୁ ଚୋରାଚାଲାଣ । ଲୁଟେରା ଯେତେ ଚାଲାଖ ହେଉ ନା କାହିଁକି […]

ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ୍

ଏବେବି ଗୋଟିଏ କେସରେ ମିଳିନି ଜାମିନ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ହନିଟ୍ରାପ୍ ମାମଲାରେ ମିଳିଲା ଜାମିନ୍ । ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିଛି […]

ଆଗକୁ ବଢିବ ବର୍ଷା !

୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ପ୍ରବଳ ବର୍ଷାରେ ବେହାଲ ସାରା ଓଡ଼ିଶା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ବର୍ଷାର ପ୍ରଭାବ ଅଧିକ ହୋଇଛି । […]

ଶ୍ରୀମନ୍ଦିର ପ୍ରଶାସନର ଧାର୍ଯ୍ୟ ଦିନରେ ହେବ ବନକଲାଗି ନୀତି

ଅଗଷ୍ଟ ୯ରେ ଶ୍ରୀଜିଉଙ୍କ ବନକଲାଗି ! ଆସନ୍ତା ୯ ତାରିଖରେ ହୋଇପାରେ ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଦିନ ବନକ ଲାଗି କରିବା ନେଇ ଧାର୍ଯ୍ୟ କରିବ ସେହି ଦିନ […]

୨୪ ଘଣ୍ଟାରେ ରେକର୍ଡ କରିଛି ବର୍ଷା

ବର୍ଷାରେ ବେହାଲ ଟ୍ବିନ୍ ସିଟି ରାଜଧାନୀ ଭୁବନେଶ୍ବରରେ ୨୪ ଘଣ୍ଟାରେ ରେକର୍ଡ କରିଛି ବର୍ଷା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଭୁବନେଶ୍ବରରେ ସୋମବାର ଅପରାହ୍‌ଣରୁ ମଙ୍ଗଳବାର ଅପରାହ୍‌ଣ ପର୍ଯ୍ୟନ୍ତ ୨୪ […]

ହାଇକୋର୍ଟରୁ ସୌରିନଙ୍କୁ ଅଗଷ୍ଟ ୨୫ ଯାଏ ଅନ୍ତରୀଣ ସୁରକ୍ଷା

ସୌରିନ ଭଟ୍ଟଙ୍କୁ ସାମାନ୍ୟ ଆଶ୍ବସ୍ତି ଦୁଷ୍କର୍ମ ଅଭିଯୋଗ ମାମଲାରେ ଫେରାର କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ହାଇକୋର୍ଟରୁ ଅଗଷ୍ଟ ୨୫ ଯାଏ ଅନ୍ତରୀଣ ସୁରକ୍ଷା ମିଳିଛି। ସୌରିନ ଭଟ୍ଟଙ୍କୁ ତଦନ୍ତରେ […]

ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ

ବେହାଲ କରୁଛି ଲଗାଣ ବର୍ଷା ବେହାଲ କରୁଛି ଲଗାଣ ବର୍ଷା । ଅବିରତ ବର୍ଷା ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିସାରିଲାଣି। ରାଜ୍ୟରେ ଲଘୁଚାପର ପ୍ରଭାବ ଜାରି ରହିଥିବା କାରଣରୁ ପ୍ରବଳ ବୃଷ୍ଟିପାତ ଦେଖିବାକୁ ମିଳିଛି […]

ସମ୍ବଲପୁରୀ ଦିନ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ଆଜି ସମ୍ବଲପୁରୀ ଦିନ… ସମ୍ବଲପୁରୀ ଦିନ ବେଶ ଉତ୍ସବମୁଖର ହୋଇ ପଡିଛି ପଶ୍ଚିମ ଓଡ଼ିଶା । ସମ୍ବଲପୁରୀ ଗୀତା ଓ ବାଜାର ତାଳେତାଳେ ଝୁମୁଛି ସାରା ପଶ୍ଚିମ ଓଡ଼ିଶା। ବହୁ ଆଡମ୍ବରରେ ପାଳିତ ହେଉଛି […]

ବନ୍ଦେ ଭାରତ ଟ୍ରେନକୁ ପଥର ମାରି ନାବାଳକ ଗିରଫ

ପଥର ମାରି ବନ୍ଧା ହେଲେ ନାବାଳକ, ୨ ଫେରାର । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ପଥର ଫିଙ୍ଗିବା ଅଭିଯୋଗରେ ରେଳବାଇ ପୋଲିସ ବାଲେଶ୍ୱରରେ ଜଣେ ନାବାଳକକୁ ଗିରଫ କରିଛି ।ଏହି ଘଟଣାରେ ସମ୍ପୃକ୍ତ […]

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ସଜା

୧୪ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ବ୍ରହ୍ମପୁର ଏଡିଜେ-୩ କୋର୍ଟ ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ […]