ବିଦେଶ ଅସ୍ତ୍ର ବିରତି ପରେ ଗାଜାରୁ ଆସିଲା ମୁକ୍ତିର ତାଲିକା Editor November 25, 2023 0 ୭ ସପ୍ତାହ ପରେ ୨୪ ଜଣ ବନ୍ଧକଙ୍କ ହେଲେ ମୁକ୍ତ ଗାଜାରେ ଚାରି ଦିନିଆ ଅସ୍ତ୍ରବିରତି ପରେ ଆଜି ଦ୍ୱିତୀୟ ବ୍ୟାଚ୍ ବନ୍ଧକ ତାଲିକା ଇସ୍ରାଏଲକୁ ହସ୍ତାନ୍ତର କରିଛି । ହମାସ୍ ଆଜି ଏହି […]
ବିଦେଶ ସପିଙ୍ଗ ମଲ୍ ରେ ନିଆଁ Editor November 25, 2023 0 ଜୀବନ୍ତ ଜଳିଗଲେ ୧୧ଜଣ ପାକିସ୍ତାନର କରାଚୀରେ ବହୁତଳବିଶିଷ୍ଟ ଏକ ସପିଙ୍ଗ୍ ମଲ୍ରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଘଟଣାରେ ୧୧ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏଥିସହ ଅନେକ ଜ୍ବଳନ୍ତ ମଲ୍ରେ ଫସି […]
ଓଡ଼ିଶା ଜିଲ୍ଲା ରାଜୀବଗାନ୍ଧୀ ଷ୍ଟାଡିୟମ ଆନ୍ଦୋଳନକୁ ମାସେ ! Jajati express Reporter November 25, 2023 0 କେକ୍ କାଟି ସରକାରଙ୍କୁ ନିଆରା ପ୍ରତିବାଦ ଜଣାଇଲେ କ୍ରିଡାବିତ୍ ! ଆନ୍ଦୋଳନକୁ ପୁରିଲା ଏକମାସ । ହେଲେ ବାହାରିଲାନି କୌଣସି ସମାଧାନ । ବାଧ୍ୟହୋଇ କେକ କାଟି ନିଆରା ପ୍ରତିବାଦ କଲେ ଆନ୍ଦୋଳନକାରୀ । […]
ଅପରାଧ ଓଡ଼ିଶା ଜିଲ୍ଲା ବ୍ୟାସନଗରର ଏକ ସପିଙ୍ଗମଲରୁ ଶିଶୁକନ୍ୟା ଉଦ୍ଧାର ! Jajati express Reporter November 25, 2023 0 ଯାଜପୁରରେ ଚାଲିଛି କି ଶିଶୁ ଚୋରାଚାଲାଣ ! ସପିଙ୍ଗମଲରୁ ୭ମାସର ଶିଶୁକନ୍ୟା ଉଦ୍ଧାର। ଏଭଳି ଅଭାବନୀୟ ଘଟନା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଏକ ଘରୋଇ ସପିଙ୍ଗ୍ ମଲରେ । ଶିଶୁକନ୍ୟାଟିର […]
ଅପରାଧ ଓଡ଼ିଶା ଜିଲ୍ଲା ଯାଜପୁରରେ ମାତିଛି ଚୋରାମଦ କାରବାର ! Jajati express Reporter November 25, 2023 0 ଫ୍ଲାଇଙ୍ଗ ସ୍କ୍ୱାର୍ଡ କବଜାରେ ଦୁଇ ଚୋରାମଦ ବେପାରୀ ! ପୋଲିସକୁ ମିଳିଲା ବଡ ସଫଳତା । କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ସୁକିନ୍ଦା ଓ ଯାଜପୁର ରୋଡ […]
ଓଡ଼ିଶା ରାଜନୀତି ସରିଗଲା ବିଧାନସଭା ଶୀତ ଅଧିବେଶନ Editor November 24, 2023 0 ୨୬ ଦିନ ଚାଲିଥାନ୍ତା, ୪ଦିନରେ ବନ୍ଦ କରିଦେଲେ ବିଧାନସଭା ୨୬ଟି କାର୍ଯ୍ୟଦିବସ ଥାଇ ବି ଅଚାନକ ବିଧାନସଭାର ଶୀତ ଅଧିବେଶନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଶାସକ ଦଳର […]
ଓଡ଼ିଶା କଳା ଓ ସଂସ୍କୃତି ଜିଲ୍ଲା ବାଙ୍କଚୂଡ଼ ବେଶରେ ଦର୍ଶନ ଦେଲେ ମହାବାହୁ Jajati express Reporter November 24, 2023 0 ଆଜି ପଞ୍ଚୁକର ଦ୍ଵିତୀୟ ଦିନ ପଞ୍ଚୁକରେ ଚଳଚଞ୍ଚଳ ହୋଇ ପଡିଛି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ । ଆଜି ପଞ୍ଚୁକର ଦ୍ୱିତୀୟ ଦିନ ହୋଇଥିବା ବେଳେ ବାଙ୍କଚୂଡ଼ […]
ଓଡ଼ିଶା କଳା ଓ ସଂସ୍କୃତି ଜିଲ୍ଲା କୋଣାର୍କ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ Jajati express Reporter November 23, 2023 0 ଡିସେମ୍ବର ପହିଲାରୁ କୋଣାର୍କ ମହୋତ୍ସବ ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ମହୋତ୍ସବ । ସରିଛି କୋଣାର୍କ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ । ସୂଚନା ଅନୁସାରେ ୫ ଦିନ ଧରି ଆୟୋଜିତ […]
ଓଡ଼ିଶା କଳା ଓ ସଂସ୍କୃତି ଜିଲ୍ଲା ଆରମ୍ଭ ହେଲା ପୂଣ୍ୟ ପଞ୍ଚୁକ Jajati express Reporter November 23, 2023 0 ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଆରମ୍ଭ ହେଲା ପୁଣ୍ୟ ପଞ୍ଚୁକ । ପବିତ୍ର କାର୍ତ୍ତିକ ମାସର ଏହି ୫ଦିନର ପର୍ବକୁ ବର୍ଷସାରା ଅପେକ୍ଷା କରିଥାନ୍ତି ପ୍ରତ୍ଯେକ ଓଡ଼ିଆ । ତେବେ ଏହି କାର୍ତ୍ତିକ ମାସର […]
ଖେଳ ଦେଶ ୱାର୍ଲ୍ଡକପର ବଦଲା ନେବ ଭାରତ ! Jajati express Reporter November 23, 2023 0 ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜ ଅଷ୍ଟ୍ରେଲିଆଠୁ ବଦଲା ନେବ ଭାରତ ! ଚଳିତ ୱାର୍ଲ୍ଡକପ ଫାଇନାଲର ରାଗ ସୁଝାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ତେବେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି […]
ଓଡ଼ିଶା ଜିଲ୍ଲା ରାଜନୀତି ତୃତୀୟ ଦିନରେ ବି ଅଚଳ ଗୃହ ! Jajati express Reporter November 23, 2023 0 ଅପରାହ୍ନ ୪ଯାଏଁ ଗୃହ ମୁଲତବୀ ତୃତୀୟ ଦିନରେ ଅଚଳ ଗୃହ । ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନ ହୋଇଥିବା ବେଳେ ଚାଲିପାରିଲାନି ବିଧାନସଭା ଗୃହକାର୍ଯ୍ୟ । ଆଜି ମଧ୍ୟ ଗୃହ ଆରମ୍ଭରୁ […]