ଖୋର୍ଦ୍ଧାର ୨ ଓ ବାରିପଦାର ଜଣେ ନିଖୋଜ

ନେପାଳ ବନ୍ୟା, ୨୮୮ ଭାରତୀୟ ନିଖୋଜ

ନେପାଳ ସହାୟତା ପାଇଁ ପହଞ୍ଚିଲା ଭାରତୀୟ ବାୟୁସେନାର ୩ ଲଢୁଆ ବିମାନ

ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର

ମିଠା ଦୋକାନରେ ଚଢ଼ାଉ

ପର୍ତ୍ତୃଗାଲ ଏବଂ ସ୍ଲୋଭାକିଆ ଗସ୍ତରେ ରାଷ୍ଟ୍ରପତି

୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ସରକାରୀ ଛୁଟି ବାତିଲ

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

୩ ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ହେବନି ରାତ୍ର ପହୁଡ଼

ଡିସେମ୍ବର ୩୧ରେ ହେବନି ଶ୍ରୀଜିଉଙ୍କ ରାତ୍ର ପହୁଡ଼ ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ହେବନି ରାତ୍ର ପହୁଡ଼ । ଶ୍ରୀମନ୍ଦିର ନୀତି ଅନୁସାରେ ମହାବିଷୁବ ସଂକ୍ରାନ୍ତିରେ ଓଡ଼ିଆଙ୍କ ନୂଆବର୍ଷ ଆସେ । କିନ୍ତୁ ଇଂରାଜୀ ନୂଆବର୍ଷରେ […]

ଆଦିତ୍ୟ-ଏଲ୧କୁ ବଡ଼ ସଫଳତା

ସୂର୍ଯ୍ୟଙ୍କ ରଙ୍ଗୀନ ଫଟୋ ପଠାଇଲା ଆଦିତ୍ୟ-ଏଲ୧ ଆଦିତ୍ୟ-ଏଲ୧କୁ ବଡ଼ ସଫଳତା । ସାମ୍ନାକୁ ଆସିଲା ସୂର୍ଯ୍ୟଙ୍କ ରଙ୍ଗିନ ଫଟୋ । ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ […]

ପଇସା ଗଣୁଛନ୍ତି ୨୫ଟି ମେସିନ୍ ସାଙ୍ଗକୁୁ ୫୦ ଷ୍ଟାଫ

ଟିଟଲାଗଡ଼ରୁ ମିଳିଲା ଆଉ ୧୧ କୋଟି, ବଲାଙ୍ଗୀରରେ ହାଇଦ୍ରାବାଦର ଆନାଲିସିସ୍ ଟିମ୍ ସରୁନି ଗଣତି । ଯୋଉଠି ହାତ ମାରିଲେ ସେଠୁ ବାହାରୁଛି ଟଙ୍କା । ଆଜି ଚତୁର୍ଥ ଦିନରେ ରେଡ କରିଥିଲା ଆଇଟି […]

କଥା ଦେଇ କଥା ରଖିଲେ ରେବନ୍ତ ରେଡ୍ଡୀ

ମୁଖ୍ୟମନ୍ତ୍ରୀ ହେଉ ହେଉ ଜିତିଗଲେ ଜନତାଙ୍କ ହୃଦୟ ମୁଖ୍ୟମନ୍ତ୍ରୀ ହେବ ତ ଏମିତି । ମୁଖ୍ୟମନ୍ତ୍ରୀ ହେଉ ହେଉ ଜିତିଗଲେ ଜନତାଙ୍କ ହୃଦୟ । ଭାଙ୍ଗିଲେ ବାସଭବନ ଆଗରେ ଥିବା ଆଇରନ ଗେଟ । […]

ପଞ୍ଚମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ

ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍ ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଏଥର ବି ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ ଅରବିଆଇ । କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ରେଟ୍ […]

ମଦ ବ୍ୟବସାୟରେ ଝାଡ଼ଖଣ୍ଡ ସାଂସଦ ଲିଙ୍କ

ନିର୍ବାଚନ ସହ ଟଙ୍କାର କୌଣସି ସଂପୃକ୍ତି ରହିଛି କି? ଟଙ୍କାର ପାହାଡ଼ରେ ଦୁର୍ନୀତି ଛାପ । ଶହ ଶହ କୋଟି ଟଙ୍କାରେ ରାଜନେତାଙ୍କ ସଂପୃକ୍ତି ଅଭିଯୋଗ । ଏବଂ ଟଙ୍କା ଗଣିଗଣି ମେସିନ୍ ହାଲିଆ […]

ଲୋକସଭାରୁ ବହିଷ୍କୃତ ହେଲେ ମହୁଆ ମୈତ୍ର

ମହୁଆଙ୍କ ସାଂସଦ ପଦ ରଦ୍ଦ ଲୋକସଭାରୁ ବହିଷ୍କୃତ ହେଲେ ମହୁଆ ମୈତ୍ର । ରଦ୍ଦ ହେଲା ସାଂସଦ ପଦ । ଟଙ୍କା ନେଇ ପ୍ରଶ୍ନ ପଚାଇରିବା ମାମଲାରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ଏଥିକ୍ସ କମିଟି […]

ତିନି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ କରିଛି ବିଜେପି

ପର୍ଯ୍ୟବେକ୍ଷକ ବାଛିବେ ମୁଖ୍ୟମନ୍ତ୍ରୀ କିଏ ହେବ ସିଏମ୍ ? ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ରାଜ୍ୟରେ କିଏ ସମ୍ଭାଳିବ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ରେସକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେପି ଆପଣାଇଛି ଭିନ୍ନ […]

ଦିନେ ରାହୁଲ ଗାନ୍ଧୀଙ୍କୁ ନେଇ ଏମିତି କହିଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ରାହୁଲଙ୍କ ଅଫିସକୁ ଏଏମ୍‌-ପିଏମ୍‌ ଭିତରେ ତଫାତ, ପିଏମ୍‌ଓ କିଭଳି ଚଳାଇବେ: ପ୍ରଣବ ମୁଖାର୍ଜୀ ଥମିବାର ନାଁ ନେଉନାହିଁ କଂଗ୍ରେସର ଅଡ଼ୁଆ। ପ୍ରଥମେ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଦଳକୁ କଟାକ୍ଷ କରିବା ପରେ ଏବେ […]

ଚେନ୍ନାଇରେ ବାତ୍ୟା ପରବର୍ତ୍ତୀ ବିଭୀଷିକା

ଏବେ ବି ଜଳବନ୍ଦୀ ଚେନ୍ନାଇର ଅନେକ ଅଞ୍ଚଳ ବାତ୍ୟା ମିଗଜୋମ ପରେ ଜଳବନ୍ଦୀ ଚେନ୍ନାଇର ଅନେକ ଅଞ୍ଚଳ । ସାମୁଦ୍ରିକ ବାତ୍ୟା ମିଗଜୋମ ପ୍ରଭାବରେ ଚେନ୍ନାଇରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ସରକାରୀ […]

ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବାବା ବାଲକନାଥ

ସାଂସଦ ପଦ ଛାଡିଲେ ବାବା ବାଲକନାଥ, ହେବେ କି ମୁଖ୍ୟମନ୍ତ୍ରୀ ? ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବାବା ବାଲକନାଥ । ରାଜସ୍ଥାନର ଅଲୱର ଲୋକସଭା ଆସନରୁ ସାଂସଦ ଥିଲେ ବାବା ବାଲକନାଥ । […]