ଦେଶ କାଶ୍ମୀର ବାରମୁଲାରେ ଟାର୍ଗେଟ୍ କିଲିଂ User 003 December 24, 2023 0 ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ହତ୍ୟା କଲେ ଆତଙ୍କୀ କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ। ଜାମ୍ମୁ ଓ କାଶ୍ମୀର ବାରମୁଲାରେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ହତ୍ୟା କରାଯାଇଛି। ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ରିଟାୟର୍ଡ ପୋଲିସ […]
ଖେଳ ଦେଶ “ମୁଁ ବି ସନ୍ୟାସ ନେଉଛି, କୁସ୍ତିସଂଘ ସହ ମୋର କିଛି ସମ୍ପର୍କ ନାହିଁ” User 003 December 24, 2023 0 ମୁଁ କୁସ୍ତିସଂଘରୁ ସନ୍ୟାସ ନେଉଛି: ବ୍ରିଜଭୂଷଣ ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ବ୍ରିଜଭୂଷଣ ଶରଣ ସିଂ । ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କୁସ୍ତିସଂଘରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । […]
ଓଡ଼ିଶା ଆଇଡି ବିସ୍ଫୋରଣରେ ଦୁଇ ଏସଓଜି ଯବାନ ଗୁରୁତର User 003 December 24, 2023 0 ଆଇଡି ବିସ୍ଫୋରଣ, ଦୁଇ ଯବାନ ଗୁରୁତର ଆଇଡି ବିସ୍ଫୋରଣରେ ଦୁଇ ଏସଓଜି ଯବାନ ଗୁରୁତର। କନ୍ଧମାଳ ଜିଲ୍ଳା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଆଇଡି ବିସ୍ଫୋରଣ। ଆଜି ସକାଳୁ ସକାଳୁ ମାଓ ବିରୋଧୀ ଅପରେସନ୍ […]
ଖେଳ ଦେଶ ଭାରତର ଐତିହାସିକ ବିଜୟ User 003 December 24, 2023 0 ଟେଷ୍ଟରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ ମହିଳା କ୍ରିକେଟରେ ଭାରତର ଐତିହାସିକ ବିଜୟ। ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ୮ ୱିକେଟରେ […]
ଦେଶ ବିଜ୍ଞାନ ସୂର୍ଯ୍ୟ ମିଶନକୁ ନେଇ ବଡ଼ ଅପଡେଟ୍ User 003 December 24, 2023 0 ଜାନୁଆରୀ ୬ରେ L-1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1କୁ ନେଇ ଏକ ବଡ଼ ଅପଡେଟ୍। ଖୁବଶୀଘ୍ର ଆଦିତ୍ୟ L1 ତା’ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଯାଉଛି । […]
ଜିଲ୍ଲା ଏନ.ସି ହାଇସ୍କୁଲ ପଡ଼ିଆରେ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ Editor December 24, 2023 0 ବ୍ୟାସ ଧୂମ ମ୍ୟୁଜିକାଲ ନାଇଟ ପାଇଁ ପ୍ରସ୍ତୁତି ଶେଷ ଯାଜପୁର ରୋଡ ସ୍ଥିତ ହୋଟେଲ ନଟରାଜ ରୟାଲ ଠାରେ ନରସିଂହ ଚୌଧୁରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ବ୍ୟାସ ଧୂମ ମ୍ୟୁଜିକାଲ […]
ଓଡ଼ିଶା ନନ୍ଦନକାନନରେ ୪ ନୂଆ ଅତିଥି User 003 December 23, 2023 0 ନନ୍ଦନକାନନରେ ୪ ନୂଆ ଅତିଥି ନନ୍ଦନକାନନକୁ ଆସିଛନ୍ତି ୪ ନୂଆ ଅତିଥି । ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି । ସେମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ । […]
ଅପରାଧ ଓଡ଼ିଶା ଠକିନେଲେ ୮କୋଟି, ୫ଜଣଙ୍କୁ ବାନ୍ଧିଲା ପୋଲିସ User 003 December 23, 2023 0 କ୍ରେଡିଟ୍ କାର୍ଡରେ ୮ କୋଟି ଟଙ୍କା ଠକେଇ ମାତିଛନ୍ତି ସାଇବର ଅପରାଧୀ । ଆକାଉଣ୍ଟରୁ ଚଳୁ କରୁନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଠକେଇ ହୋଇଛି । […]
ଓଡ଼ିଶା ଦେଶ ସ୍ୱାସ୍ଥ୍ୟ ରାଜ୍ୟରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ User 003 December 23, 2023 0 କରୋନା ଆସିଲା, ମାସ୍କ ଫେରିଲା କରୋନା ଆସିଲା, ମାସ୍କ ଫେରିଲା । ଚିନ୍ତା ବଢାଇଲା କୋଭିଡ ୧୯ର ସବ ଭାରିଆଣ୍ଟ ଜେଏନ ୱାନ । ରାଜ୍ୟରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହେବା […]
ଦେଶ ତୃତୀୟ ଥର ପାଇଁ କେଜି୍ରୱାଲଙ୍କୁ ଇଡି ସମନ User 003 December 23, 2023 0 ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ । ତୃତୀୟ ଥର ପାଇଁ କେଜି୍ରୱାଲଙ୍କୁ ଇଡି ସମନ । ଜାନୁଆରୀ ୩ରେ ହାଜର ହେବାକୁ ନିଦେ୍ର୍ଦଶ […]
ଦେଶ ବିଦେଶ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ହେବେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି User 003 December 23, 2023 0 ଫ୍ରାନ୍ସ ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି । ୨୦୨୪ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ […]