୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ୍

ଆଡ଼ପମଣ୍ଡପରେ ସଅଳ ନୀତି, ବଡ଼ଦାଣ୍ଡରେ ଭକ୍ତଙ୍କ ଅପେକ୍ଷା

ମେଟ୍ରୋ ଷ୍ଟେସନ ବନ୍ଦ ଯୋଗୁ ସୁପ୍ରମକୋର୍ଟ CJIଙ୍କ ଅସନ୍ତୋଷ, ନ ଖୋଲିଲେ କରିବେ ହସ୍ତକ୍ଷେପ

ସାଧାରଣ ଇନଫ୍ୟୁଏଞ୍ଜା ହୋଇଗଲାଣି କୋଭିଡ

ହୀରାକୁଦରେ ପୁଣି ଖୋଲିଲା ୪ଟି ଗେଟ୍

ପୂର୍ବତନ ବିଧାୟକଙ୍କ ଛାଡୁନି କ୍ୱାର୍ଟର ମୋହ

ପୁଣି ୟୁକ୍ରେନ୍ ର ଆକ୍ରମଣ

ଜୁନ୍ ୧୨ରେ ମୌସୁମୀ ଓଡିଶା ଛୁଇଁବା ସମ୍ଭାବନା

ଗାଜା ହସ୍ପିଟାଲ ଉପରେ ଆକ୍ରମଣକୁ ମିଛ କହିଲା ଇସ୍ରାଏଲ

କାନାଡା ଉପରେ ପଡ଼ିଲା ଟ୍ରମ୍ପଙ୍କ ଟାରିଫ୍ ଛାଟ

ଭିଜିଲାନ୍ସ ଜାଲରେ ଜେଇ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଭିଜିଲାନ୍ସ ଜାଲରେ ଜେଇ । ନୂଆପଡ଼ା ଖରିଆର R &B ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି […]

୨୭ରେ ଲଘୁଚାପ ! ଓଡ଼ିଶାରେ ପ୍ରବଳ ବର୍ଷିବ

ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ୨୭ରେ ଲଘୁଚାପ । ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା […]

କୋଟିଆ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

କୋଟିଆ ପାଇଁ ୧୬ଜଣିଆ କମିଟି କୋଟିଆ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର ।  ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି ।  ୧୬ ସଦସ୍ୟଙ୍କୁ ନେଇ କମିଟି ଗଠନ ହୋଇଛି […]

ଓଏସଏସସି ଅଧ୍ୟକ୍ଷ ଅଭୟଙ୍କ ଇସ୍ତଫା

ସୁଧାକର ବୁର୍ଗୀ ହେଲେ ଓଏସଏସସି ଅଧ୍ୟକ୍ଷ ଓଏସଏସସି ଅଧ୍ୟକ୍ଷ ଅଭୟଙ୍କ ଇସ୍ତଫା । ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପୂର୍ବତନ ଅଭୟ । ରାଜ୍ୟ ସରକାରଙ୍କ ତାଙ୍କ ଇସ୍ତଫାପତ୍ରକୁ […]

ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର

ସରକାର କିଣିବେ ଆଦିବାସୀଙ୍କ ଜମି ପ୍ରତିପତ୍ତି ବା ଧନୀ ଲୋକ ଆଉ ଚାପ ପକାଇ ଅନୁସୂଚିତ ଜନଜାତି ଏବଂ ଜାତି ଲୋକଙ୍କ ଜମି ହଡ଼ପ କରିପାରିବେନି । ଏଣିକି ସରକାର କିଣିବେ ଆଦିବାସୀଙ୍କ ଜମି […]

ରାଜସ୍ଥାନରୁ ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ନିଶାନା

୨୨ର ଜବାବ ୨୨ ମିନିଟ୍‌ରେ ଦେଲୁ: ପ୍ରଧାନମନ୍ତ୍ରୀ ରାଜସ୍ଥାନରୁ ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ନିଶାନା। ରାଜସ୍ଥାନ ବିକାନେରରୁ ପାକିସ୍ତାନକୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଏପ୍ରିଲ ୨୨ର ଜବାବ ମାତ୍ର ୨୨ ମିନିଟ୍‌ରେ ଦେଲୁ । ସିନ୍ଦୂର ଯେତେବେଳେ ବାରୁଦ ହୁଏ […]

କରୋନା ଆକ୍ରାନ୍ତ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପର

ରାଜ୍ୟରେ କୋଭିଡ ସଂକ୍ରମ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ: ସ୍ୱାସ୍ଥ୍ୟ ସଚିବ ରାଜ୍ୟରେ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ । ସେ କୋଭିଡ ସହ ବହୁବିଧ ରୋଗରେ ପୀଡ଼ିତ ଅଛନ୍ତି । ଦିଲ୍ଲୀରୁ ଫେରିବା […]

ରାଜ୍ୟକୁ ଫେରିଲା କରୋନା

ଭୁବନେଶ୍ବରରୁ କରୋନା ଆକ୍ରାନ୍ତ ଚିହ୍ନଟ ପୁଣି ଡରାଇଲାଣି କରୋନା । ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତିନି ବର୍ଷର ବ୍ୟବଧାନ ପରେ […]

ଜ୍ୟୋତିଙ୍କ ଲିଙ୍କରେ ବଢୁଛି ପ୍ରିୟଙ୍କା ସେନାପତିଙ୍କ ଅଡୁଆ

ପ୍ରିୟଙ୍କା ସେନାପତିଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ ସ୍ପାଏ ୟୁ ଟ୍ୟୁବର ଜ୍ୟୋତିଙ୍କ ଲିଙ୍କରେ ବଢୁଛି ପୁରୀର ପ୍ରିୟଙ୍କା ସେନାପତିଙ୍କ ଅଡୁଆ ।  ପଦାକୁ ଆସୁଛି ନୂଆ ନୂଆ ତଥ୍ୟ।  ପ୍ରିୟଙ୍କା ସେନାପତିଙ୍କ ସହ ଜ୍ୟୋତି […]

ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି

ପହଣ୍ଡିରେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଅଧିକାରୀ ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି,ପହଣ୍ଡିରେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଅଧିକାରୀ। ଗତବର୍ଷ ପହଣ୍ଡି ବେଳେ ଚାରମାଳରୁ ଖସି ମୁହଁ ମାଡ଼ି ତଳେ ପଡିଥିଲେ ବଡ଼ ଠାକୁର […]

ସ୍ଥଗିତ ରହିଲା ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ

ମୌସୁମୀ ପାଇଁ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ସ୍ଥଗିତ ରହିଲା ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ।  ଗତକାଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।  ତେବେ ସଅଳ ମୌସୁମୀ ଆଗମନ ଯୋଗୁଁ ସ୍ଥିଗିତ ରଖାଯାଇଥିବା ରାଜ୍ୟ […]