ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା

ବଡଦାଣ୍ଡରେ ଭକ୍ତଙ୍କ ଗହଳି, କାଳିଆ ଆସିବ

CMO ରୁ ଫାଇଲ ଗାଏବ ମାମଲାରେ ୨ଜଣଙ୍କୁ ସମନ

ପାରାଦୀପ-ହରିଦାସପୁର ରେଳଲାଇନର ହେବ ଦୋହରୀକରଣ

୨୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

ନବ ଦାସ ହତ୍ୟା ମାମଲା, ଆଜି ହାଜର ହେବେ ଦୀପାଲି, ବିଶାଲ

ଅର୍ଥନୀତିରେ ଜାପାନକୁ ପଛରେ ପକାଇଲା ଭାରତ

ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶିତ

ସୌମ୍ୟ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ା ବିଜେଡିରୁ ବହିଷ୍କୃତ

୨ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ

ରାଷ୍ଟ୍ରପତିଙ୍କୁ ଭେଟିଲେ ରାଜ୍ୟ ବିଜେପି ଟିମ୍‌

ରାଷ୍ଟ୍ରପତିଙ୍କୁ ଭେଟିଲେ ରାଜ୍ୟ ବିଜେପି ଟିମ୍‌ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଜ୍ୟ ବିଜେପି ଟିମ୍‌। ପ୍ରଭାରୀ ବିଜୟପାଲ୍ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ଭେଟିଲେ। ରାଜ୍ୟ ସଭାପତି ମନମୋହନ ସାମଲ ଓ […]

୬ ମାସରେ ଦୁର୍ଘଟଣା ରେ ଯାଇଛି ୨୬,୭୭୦ ଜୀବନ

ସଡକ ଦୁର୍ଘଟଣାରେ ପ୍ରତି ଘଣ୍ଟାକରେ ୬ ଜଣଙ୍କର ହେଉଛି ମୃତ୍ୟୁ: ନୀତିନ ଗଡ଼କରୀ ରାଜ୍ୟସଭାରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ। ଦେଶରେ ପ୍ରତି ଘଣ୍ଟାରେ […]

ଏସିଆ କପ୍, ଗୋଟିଏ ଗ୍ରୁପରେ ରହିବେ ଭାରତ-ପାକିସ୍ତାନ

ୟୁଏଇରେ ହେବ ଏସିଆ କପ୍ ୟୁଏଇରେ ହେବ ଏସିଆ କପ୍। ଗୋଟିଏ ଗ୍ରୁପରେ ରହିବେ ଭାରତ-ପାକିସ୍ତାନ। ବିସିସିଆଇ ୨୦୨୫ ଏସିଆ କପ୍ ଟି-୨୦ ଟୁର୍ନାମେଣ୍ଟକୁ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବାକୁ ରାଜି ହୋଇଛି । […]

ବଡ଼ ବିମାନ ଦୁର୍ଘଟଣା

ଋଷରେ ବଡ଼ ବିମାନ ଦୁର୍ଘଟଣା, ୪୮ ଜଣଙ୍କ ମୃତ୍ୟୁ ପୁଣି ଏକ ବଡ଼ ବିମାନ ଦୁର୍ଘଟଣା । ୫୦ ଜଣଙ୍କୁ ନେଇଯାଉଥିବା ରୁଷର ଏକ ବିମାନ ଆମୁର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀଙ୍କ […]

ଶସ୍ତା ହେବ ଦାମୀ କାର୍, ମଦ ଓ ଚମଡ଼ା

ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ଭାରତ- ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ। ଶସ୍ତା ହେବ ଦାମୀ କାର୍, ମଦ ଓ ଚମଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଷ୍ଟାରମର ବାଣିଜ୍ୟ ଚୁକ୍ତି […]

ପୁଣି ଆଇଏଏସ ସ୍ତରରେ ଅଦଳବଦଳ

୪ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ବ ପୁଣି ଆଇଏଏସ ସ୍ତରରେ ଅଦଳବଦଳ । ୪ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ବ। ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ବିଭାଗର ସଚିବ ଭାବେ ନିଯୁକ୍ତି […]

ବିରୋଧୀ ଅନାସ୍ଥା ଆଣିଲେ ନିଜେ କ୍ଷତାକ୍ତ ହେବେ

କଂଗ୍ରେସର ଅନାସ୍ଥା ଆହ୍ଵାନକୁ ସୁରେଶ ପୂଜାରୀଙ୍କ ଚ୍ୟାଲେଞ୍ଜ କଂଗ୍ରେସର ଅନାସ୍ଥା ଆହ୍ଵାନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ […]

୨୦୨୪-୨୫ରେ ୭୫୬୬ ଫେକ୍ ଜବ୍ କାର୍ଡ ହାତେଇଛନ୍ତି

ନକଲି ଜବ୍ କାର୍ଡ ହାତେଇବାରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା ନକଲି ଜବ୍ କାର୍ଡ ହାତେଇବାରେ ଓଡ଼ିଶା ଦ୍ୱିତୀୟ। ସାଂସଦ ମାଳା ରାୟଙ୍କ ପ୍ରଶ୍ନରେ କମଳେଶ ପାଶୱାନଙ୍କ ଉତ୍ତର। ଲୋକସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର […]

ଗିରଫ ହେଲେ BMC ନିର୍ବାହୀ ଯନ୍ତ୍ରୀ

ଗିରଫ ହେଲେ BMC ନିର୍ବାହୀ ଯନ୍ତ୍ରୀ ବନ୍ଧା ହେଲେ କୁବେର ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆଜି ସ୍ବତନ୍ତ୍ର […]

ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି

ସୃଷ୍ଟି ହେଲା ଲଘୁଚାପ ସୃଷ୍ଟି ହେଲା ଲଘୁଚାପ । ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସହ ଏକ […]

ଟ୍ରାକରୁ ଖସିଲା ଟ୍ରେନ୍

ଶାଲିମାର-ସମ୍ୱଲପୁର ମହିମା ଗୋସ୍ବାମୀ ଏକ୍ସପ୍ରେସ୍ ଲାଇନଚ୍ୟୁତ ଟ୍ରାକରୁ ଖସିଲା ଟ୍ରେନ୍ । ଶାଲିମାର-ସମ୍ୱଲପୁର ମହିମା ଗୋସ୍ବାମୀ ଏକ୍ସପ୍ରେସ୍ ଲାଇନଚ୍ୟୁତ । ସମ୍ୱଲପୁର ନିକଟରେ ଲାଇନଚ୍ୟୁତ ହୋଇଥିବା ପୂର୍ବତଟ ରେଲଓ୍ୱେ ପକ୍ଷରୁ ସୂଚନା ଦିଆଯାଇଛି । […]