ସଫଳ ହେଲା ଭାରତର ପ୍ରଥମ ବେସରକାରୀ ରକେଟ୍ ‘ବିକ୍ରମ-୧’ ଉତ୍‌କ୍ଷେପଣ

‘ବିକ୍ରମ-୧’ ର ସଫଳ ଉତ୍‌କ୍ଷେପଣ

ସଫଳ ହେଲା ଭାରତର ପ୍ରଥମ ବେସରକାରୀ ରକେଟ୍ ବିକ୍ରମ-୧ ଉତ୍‌କ୍ଷେପଣ । ସମସ୍ତ ପେଲୋଡ୍‌ ସଫଳତାର ସହିତ ରକେଟରୁ ପୃଥକ ହୋଇଛି । ପେଲୋଡ୍‌ଗୁଡ଼ିକୁ ସେମାନଙ୍କ ଉଦ୍ଦିଷ୍ଟ କକ୍ଷପଥରେ ପହଞ୍ଚାଯାଇଛି ରକେଟ। ରକେଟ୍ ସଫଳତାର ସହିତ ତିନୋଟି ସଲିଡ୍-ଫ୍ୟୁଏଲ୍ ଷ୍ଟେଜ୍ ସମାପ୍ତ କରିଛି। ଯେଉଁଥିରେ ପ୍ରତ୍ୟେକ ଷ୍ଟେଜ୍ ଯୋଜନା ଅନୁଯାୟୀ କାର୍ଯ୍ୟ କରି ପୃଥକ ହୋଇଛି। ଶ୍ରୀହରିକୋଟାରୁ ମଧ୍ୟାନ ୧୨ଟା ୫ ମିନିଟରେ ଏହାର ସଫଳ ଉତକ୍ଷେପଣ ହୋଇଛି। ଆଜି ସକାଳ ସାଢେ୧୧ଟାରେ ଲଂଚ ହେବା ଥିଲା। କିଛି ତ୍ରୁଟି ଯୋଗୁ ୩୫ ମିନିଟ ବିଳମ୍ବରେ ଲଂଚ ହୋଇଥିଲା। ଘରୋଇ ସଂସ୍ଥା ସ୍କାଏରୁଟ ଏରୋସ୍ପେଶ ପକ୍ଷରୁ ଏହି ରକେଟ ଲଂଚ କରାଯାଇଛି । ମିଶନ ଆଗମନ ଜରିଆରେ ଉତକ୍ଷେପଣ କରାଯାଇଛି

Leave a Reply

Your email address will not be published. Required fields are marked *