ରାମ ମନ୍ଦିର ଦାନ ଟଙ୍କା ଆତ୍ମସାତ ମାମଲା, ମନ୍ଦିର ଟ୍ରଷ୍ଟକୁ ନୋଟିସ୍

ରାମ ମନ୍ଦିର ଦାନ ଟଙ୍କା ଆତ୍ମସାତ ମାମଲା, ଏସଆଇଟିକୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମ କୋର୍ଟ

ଅଯୋଧ୍ୟା ରାମ ମନ୍ଦିର ଦାନ ଟଙ୍କା ଆତ୍ମସାତ ମାମଲାରେ ସୁପ୍ରିମ ନୋଟିସ୍ କେନ୍ଦ୍ର, ଉତ୍ତର ପ୍ରଦେଶ ସରକାର ଓ ରାମ ମନ୍ଦିର ଟ୍ରଷ୍ଟକୁ ନୋଟିସ୍ ଜାରି କରିଛନ୍ତି । ଦାନ ଟଙ୍କା ଚୋରି ଓ ଅନିୟମିତତାର କୋର୍ଟ-ମନିଟରିଂ CBI ତଦନ୍ତ ଦାବି ସମ୍ପର୍କିତ ଏକାଧିକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାର, ଉତ୍ତର ପ୍ରଦେଶ ସରକାର ଏବଂ ମନ୍ଦିରର ପରିଚାଳନା ଦାୟିତ୍ୱରେ ଥିବା ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’କୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି ।

Leave a Reply

Your email address will not be published. Required fields are marked *