୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ

ଡିସେମ୍ବର ୪ରେ ବିଶାଳ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ

ଡିସେମ୍ବର ୪ରେ ବିଶାଳ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ । ଦୀର୍ଘ ୧୧ ମାସ ଧରି ପ୍ରତିଶ୍ରୁତି ଓ ପ୍ରତୀକ୍ଷା ସତ୍ତ୍ୱେ ଦୁଇ ଦଫା ଦାବି ପୂରଣରେ ରାଜ୍ୟ ସରକାରଙ୍କ ଅହେତୁକ ବିଳମ୍ବ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବେ । ଆସନ୍ତା ଡିସେମ୍ବର ୪ରୁ ବିଧାନସଭା ସମ୍ମୁଖରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ପ୍ରାଥମିକ ଶିକ୍ଷକ ମହାସଂଘ ।

Leave a Reply

Your email address will not be published. Required fields are marked *