ମେ ଶେଷ ସପ୍ତାହ ଆଡକୁ ପହଞ୍ଚିପାରେ ମୌସୁମୀ

ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ

ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ । ମେ ଶେଷ ସପ୍ତାହ ଆଡକୁ ପହଞ୍ଚିପାରେ ଦକ୍ଷିଣପଶ୍ଚିମ ସୌସୁମୀ ବାୟୁ । ଏହା ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ୟୁରୋପିଆନ ସେଣ୍ଟର ଫର୍ ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ (ECMWF) । ଅନ୍ୟପଟେ ଟେନସନ ବଢାଇଛି ଆଉ ଏକ ଖବର । ଫେରୁଛି ‘ଏଲ୍ ନିନୋ’ । ବଢ଼ିବ ପ୍ରଚଣ୍ଡ ଖରା । ଓଲଟପାଲଟ ହେବ ବର୍ଷା! । ସମୁଦ୍ର ହେଉଛି ଗରମ ।ବିଶ୍ୱ ପାଣିପାଗ ସଂସ୍ଥା (WMO) ଅନୁଯାୟୀ, ମେରୁ ଜୁଲାଇ ମଧ୍ୟରେ ‘ଏଲ୍ ନିନୋ’ ଆରମ୍ଭ ହୋଇପାରେ। ସମୁଦ୍ର ପୃଷ୍ଠର ତାପମାତ୍ରା ଖୁବ୍ ଶୀଘ୍ର ବଢ଼ୁଥିବାରୁ ଏହାର ଆଶଙ୍କା ଦେଖାଦେଇଛି।

Leave a Reply

Your email address will not be published. Required fields are marked *