ଧଉଳି ଲିଙ୍ଗିପୁର ନିକଟରେ ସୁପର ମାର୍କେଟ୍ରେ ଭୟଙ୍କର ଅଗ୍ନିକାଣ୍ତ Posted on February 24, 2026February 24, 2026 ସୁପର ମାର୍କେଟ୍ରେ ଭୟଙ୍କର ଅଗ୍ନିକାଣ୍ତ ଭୁବନେଶ୍ୱର ଲିଙ୍ଗିପୁର ନିକଟ ଏକ ସୁପର ମାର୍କେଟ୍ରେ ଭୟଙ୍କର ଅଗ୍ନିକାଣ୍ତ । ଧଉଳି ଲିଙ୍ଗିପୁର ନିକଟରେ ସୁପର ମାର୍କେଟ୍ରେ ଭୟଙ୍କର ଅଗ୍ନିକାଣ୍ତ । ସୁପର୍ ମାର୍କେଟ୍ର ତୃତୀୟ ମହଲାରେ ଲାଗିଛି ନିଆଁ । ନିଆଁ ଲିଭାଇବାରେ ୨ଟି ଦମକଳ ନିୟୋଜିତ ହୋଇଛନ୍ତି ।
ଓଡ଼ିଶା ଆମ ଉପରେ ଏତେ ରାଗ କାହିଁକି: ମମତା ବାନାର୍ଜୀ User 003 May 5, 2025 0 ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ପରେ ମୁହଁ ଖୋଲିଲେ ମମତା ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ପ୍ରସଙ୍ଗ । ‘ଦୀଘା ଜଗନ୍ନାଥ ଧାମ’କୁ ନେଇ ବିବାଦ ତେଜିବା ପରେ ମୁହଁ ଖୋଲିଲେ […]
ଓଡ଼ିଶା ଛତିଶଗଡ଼ ସୀମାରେ ଏନକାଉଣ୍ଟର User 003 January 3, 2025 0 ଏନକାଉଣ୍ଟରରେ ୩ ମାଓବାଦୀ ନିପାତ ଓଡ଼ିଶା ଛତିଶଗଡ଼ ସୀମାରେ ଏନକାଉଣ୍ଟର। ଛତିଶଗଡ ଗରିଆବନ୍ଧ ଓ ଓଡିଶା ନୂଆପଡା ସୀମାବର୍ତ୍ତୀ ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁ ମୁହିଁ। ଯବାନଙ୍କ ଗୁଳିରେ ୩ ମାଓବାଦୀ ନିପାତ ହୋଇଛନ୍ତି। […]
ଓଡ଼ିଶା ଆସନ୍ତାକାଲି ‘ଭାରତ ବନ୍ଦ’, ଦେଶବ୍ୟାପୀ ହେବ ଚକା ଜାମ୍ User 003 February 11, 2026 0 ୧୨ ଫେବୃଆରୀରେ ‘ଭାରତ ବନ୍ଦ’ ୧୨ ଫେବୃଆରୀରେ ‘ଭାରତ ବନ୍ଦ’ । ଦେଶବ୍ୟାପୀ ହେବ ଚକା ଜାମ୍! । ଆସନ୍ତାକାଲି ଭାରତ ବନ୍ଦ ପାଇଁ କୃଷକ ଓ ଶ୍ରମିକ ସଂଘର ବଡ଼ ପ୍ରସ୍ତୁତି । […]