ଗଞ୍ଜାମର ତାରାତାରିଣୀ ମନ୍ଦିର ରାସ୍ତାରେ ଭୂସ୍ଖଳନ

ଗଞ୍ଜାମର ତାରାତାରିଣୀ ମନ୍ଦିର ରାସ୍ତାରେ ଭୂସ୍ଖଳନ

ଗଞ୍ଜାମର ତାରାତାରିଣୀ ମନ୍ଦିର ରାସ୍ତାରେ ଭୂସ୍ଖଳନ, ଯାତାୟାତ ବନ୍ଦ । ପାହାଡ଼ରୁ ଖସିଲା ପଥର, ଉପୁଡ଼ିଲା ୨ଟି ଗଛ । ରାସ୍ତା ସଫା କାମ ଜାରି, ପାଗ ଅନୁକୂଳ ରହିଲେ ସନ୍ଧ୍ୟା ସୁଦ୍ଧା ଖୋଲିପାରେ ରାସ୍ତା । ବାତ୍ୟା ‘ଅକଭାନ୍ ’ ପ୍ରଭାବରେ ବର୍ଷା ପରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀ ମନ୍ଦିରକୁ ଯିବା ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ ହୋଇଛି । ଆଜି ସକାଳେ ପାହାଡ଼ ଉପରୁ କେତେକ ବଡ଼ ପଥର ଖସିବା ସହ ଦୁଇଟି ଗଛ ଉପୁଡ଼ି ପଡ଼ିଛି। ଫଳରେ ପାହାଡ଼ ପାଦଦେଶରୁ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇଛି ।

Leave a Reply

Your email address will not be published. Required fields are marked *