ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମୀ ଅଫିସର

ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମୀ ଅଫିସର

ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମୀ ଅଫିସର । ନକଲି ଆର୍ମୀ ଅଫିସରଙ୍କୁ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଆର୍ମୀ ଅଫିସର ପରିଚୟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବେଳେ ଧରାପଡିଛନ୍ତି । ନିଜକୁ ରାଜସ୍ଥାନର ବୋଲି ପରିଚୟ ଦେଇଥିବା ଜଣାପଡିଛି । ବ୍ୟକ୍ତି ଜଣକ ପିନ୍ଧିଥିବା ଆର୍ମୀ ପୋଷାକର କାନ୍ଧରେ ଅଶୋକ ସ୍ତମ୍ଭ ମଧ୍ୟ ରହିଛି । ତାଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ସିଂହଦ୍ଵାର ଥାନା ପୋଲିସ୍ ।

Leave a Reply

Your email address will not be published. Required fields are marked *