ସୁନ୍ଦରପଦା ଆଜାଦନଗରରେ ବୋମା ବିସ୍ପୋରଣ ଘଟଣା

ଏୟାରଫିଲ୍ଡ ଥାନାରେ NIA ଟିମ୍

ସୁନ୍ଦରପଦା ଆଜାଦନଗରରେ ବୋମା ବିସ୍ପୋରଣ ଘଟଣାରେ ମାମଲା । ଏୟାରଫିଲ୍ଡ ଥାନାରେ ଏନଆଇଏ ଟିମ୍ । ନୂଆ ମାମଲା ସହ ଟ୍ୟାଗ୍‌ କଲା ଏନଆଇଏ । ଏୟାରଫିଲ୍ଡ ତଦନ୍ତ ରିପୋର୍ଟକୁ କଲା ଟ୍ୟାଗ । ଦୁଇଦିନ ତଳେ ୧/୨୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା NIA । ବଛା ବଛା ଅଫିସରଙ୍କୁ ନେଇ ଗଠନ ହୋଇଛି ଓଡିଶା NIA ଟିମ । ରାଜ୍ୟ ବାହାରର ଅଫିସର ଓ ଏସପି ଏଥିରେ କରିବେ ସହଯୋଗ ।

Leave a Reply

Your email address will not be published. Required fields are marked *