ବିବାଦୀୟ ଆଇପିଏସ୍‌ ଦୟାଲ ଗଙ୍ଗୱାର ବଢିଲା ଅଡୁଆ

ଗଙ୍ଗୱାରଙ୍କ ବିରୋଧରେ ତଦନ୍ତ କରିବେ ଅରୁଣ ବୋଥ୍ରା

ସୌମ୍ୟ ହତ୍ୟା ମାମଲାରେ ନୂଆ ମୋଡ । ବିବାଦୀୟ ଆଇପିଏସ୍‌ ଦୟାଲ ଗଙ୍ଗୱାର ବଢିଲା ଅଡୁଆ । ଗଙ୍ଗୱାରଙ୍କ ବିରୋଧରେ ତଦନ୍ତ କରିବେ ଅରୁଣ ବୋଥ୍ରା । ପୁଲିସ୍‌ ମୁଖ୍ୟାଳୟ ତରଫରୁ ଦିଆଗଲା ସୂଚନା । ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବଦଳି କରାଯାଇଥିଲା ଏଡିଜିପି ଦୟାଲ ଗଙ୍ଗୱାରଙ୍କୁ । ଗୃହ ବିଭାଗ ଓଏସଡି ଭାବେ ମିଳିଥିଲା ନିଯୁକ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟପାଳଙ୍କ ଆଦେଶ କ୍ରମେ ଏହି ବଦଳି କରାଯାଇଥିଲା ।

Leave a Reply

Your email address will not be published. Required fields are marked *