୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ନିର୍ଦ୍ଦେଶ, ଚିଠି କଲା ଉଚ୍ଚଶିକ୍ଷା ବିଭାଗ

ଓଡ଼ିଶାର ୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନାହିଁ ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ହୋଇନାହିଁ । ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ମାନ୍ୟତା ନବୀକରଣ ପାଇଁ ସମ୍ପୃକ୍ତ […]

ବଢ଼ିଲା ସୁନା ଓ ରୁପା ଦର

ସୁନା ଦରରେ ବଡ଼ ଝଟକା, ଦିନକରେ ବଢ଼ିଲା ୨ ହଜାର ୯୦୦ ଟଙ୍କା ହଠାତ୍ ବଢ଼ିଗଲା ସୁନା ଓ ରୁପା ଦର। ନଭେମ୍ବର ଆରମ୍ଭରୁ ଲଗାତାର ଉପରମୁହାଁ ହେଉଛି ଦାମ୍। ଗୋଟିଏ ଦିନରେ ସୁନା […]

ରୁପା ମିଶ୍ରଙ୍କୁ ପଞ୍ଚାୟତିରାଜ ବିଭାଗ, ଗିରିଶ ଏସ୍‌ଏନ୍ ହେଲେ ସ୍ୱାସ୍ଥ୍ୟ ସଚିବ

ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ ଆଇଏଏସ ସ୍ତରରେ ଅଦଳବଦଳ। ୪ ଅଧିକାରୀଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ରୁପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ […]

ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କେନ୍ଦ୍ରୀୟ ଟିମ୍

ବନ୍ୟା କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ରକୁ ୨୫୨୬ କୋଟି ମାଗିଲା ଓଡ଼ିଶା ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କେନ୍ଦ୍ରୀୟ ଟିମ୍ । ୩ ଜିଲ୍ଲାର କ୍ଷୟକ୍ଷତି ବାବଦରେ କେନ୍ଦ୍ରକୁ ୨୫୨୬ କୋଟି […]

ଓଡ଼ିଶାରୁ ଦୁର୍ବଳ ହେଲା ଲଘୁଚାପ

୬ରୁ ଖସିବ ରାତି ତାପମାତ୍ରା ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପର ପ୍ରଭାବ । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା […]

ଦିଲ୍ଲୀରେ ଭୁଶୁଡ଼ିଲା ନିର୍ମାଣାଧୀନ ୩ ମହଲା କୋଠା

ଦିଲ୍ଲୀରେ ଭୁଶୁଡ଼ିଲା ନିର୍ମାଣାଧୀନ ୩ ମହଲା କୋଠା ଦିଲ୍ଲୀ ଚାୱଡ଼ି ବଜାର ଅଞ୍ଚଳରେ ଏକ ନିର୍ମାଣାଧୀନ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏହି ଘଟଣାରେ ଅନେକ ଲୋକ ଭଙ୍ଗା କୋଠା ତଳେ […]

ଦୀପାବଳି ପୂର୍ବରୁ ବଢ଼ୁଛି ବାୟୁ ପ୍ରଦୂଷଣ

ଦିଲ୍ଲୀ ପରେ ମେରଟ ଅବସ୍ଥା ସାଙ୍ଘାତିକ ଦୀପାବଳି ପୂର୍ବରୁ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ନଡ଼ା ଜଳାଇବା ଏବଂ ବାଣ ଫୁଟାଇବା ଯୋଗୁଁ ବାୟୁମଣ୍ଡଳରେ ଧୂଆଁର ମାତ୍ରା ଦିନକୁ […]

ଇରାନ ଯୁଦ୍ଧ ପାଇଁ ନିର୍ବାଚନରେ ରିପବ୍ଲିକାନ୍‌ଙ୍କୁ କ୍ଷତି, ସ୍ୱୀକାର କଲେ ଟ୍ରମ୍ପ

ଇରାନ ଯୁଦ୍ଧ ପାଇଁ ନିର୍ବାଚନରେ ରିପବ୍ଲିକାନ୍‌ଙ୍କୁ କ୍ଷତି ଇରାନ ସହ ଯୁଦ୍ଧର ପ୍ରଭାବ ଏବେ ଆମେରିକାର ରାଜନୀତି ଉପରେ ପଡିଛି । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟ ପଛରେ ଇରାନ ଯୁଦ୍ଧ ଏକ […]

ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ

ରାଜଧାନୀରେ ଫାୟାରିଂ, ଜଣେ ମୃତ ରାଜଧାନୀରେ ଗୁଳିକାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ । ମୃତ ବ୍ୟକ୍ତି ତପନ ନାୟକ । ଧଉଳି ଥାନା ବଡଟାଙ୍କି ଶିଶୁପାଳଗଡ଼ରେ […]

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ନବୀନଙ୍କ ଉଦ୍‌ବେଗ,

ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ପ୍ରସଙ୍ଗରେ […]

୧୦ କୋଟିର ବଜେଟ୍, ଆସିବେ ବାଲିର ପ୍ରତିନିଧି

ପ୍ଲାଷ୍ଟିକ୍ ମୁକ୍ତ ହେବ କଟକ ବାଲିଯାତ୍ରା ଚଳିତ ବର୍ଷ ପ୍ଲାଷ୍ଟିକ୍ ମୁକ୍ତ ହେବ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ଆୟୋଜିତ ହେବ ଏହି ମହାମେଳା। ବାଲିଯାତ୍ରା ଆୟୋଜନ ପାଇଁ […]