ଅନବସର ଶେଷ ଦିନରେ ସଜେଇ ହେଉଛନ୍ତି ମହାପ୍ରଭୁ

ଆଜି ମହାପ୍ରଭୁଙ୍କ ଅନବସରରେ ଅନ୍ତିମ ଦିନ । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । କାଲି ନବଯୌବନ ରୂପରେ ଭକ୍ତଙ୍କୁ […]

ସବୁଠି ଦାଉ ସାଧୁଛି ଅସହ୍ୟ ଖରା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଓ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଅଥବା ଏଥିରୁ ଅଧିକ ରେକର୍ଡ ହୋଇଛି। ସୋନପୁରରେ ୪୫.୭ […]

ହଟିଲା ଅମଲା ସଂଘର ଆନ୍ଦୋଳନ

ସରିଲା ଅମଲା ସଂଘର ଆନ୍ଦୋଳନ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛି ଅମଲା ସଂଘ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ସଫଳ ହୋଇଥିବାବେଳେ ଆସନ୍ତା ସୋମବାରଠୁ କର୍ମଚାରୀମାନେ କାର୍ଯ୍ୟରେ […]

ଜୁନାଗଡରେ ଗଣ୍ଡଗୋଳ, ଜଣେ ମୃତ

ଜବରଦଖଲ ଜମିରେ ନିର୍ମିତ ଦର୍‌ଘା ଭାଙ୍ଗିବା ଲାଗି ମୁନିସ୍‌ପାଲିଟି ନୋଟିସ୍‌ କରିବାରୁ ଗୁଜରାଟର ଜୁନାଗଡ଼ ଜିଲ୍ଲାରେ ଗୋଳମାଳିଆ ପରିସ୍ଥିତି । ଏହି ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ପ୍ରାୟ […]

‘ବିପର୍ଯ୍ୟୟ’ ଆଣିଲା ୭୦୭ ଘର ପାଇଁ ଖୁସି

ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପ୍ରକୋପରେ ଗୁଜରାଟ ଥରହର ହେଉଥିବା ବେଳେ ୭୦୭ଜଣ ଶିଶୁ ଜନ୍ମ ଗ୍ରହଣ କରିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ସାମୁଦ୍ରିକ ବାତ୍ୟାଯୋଗୁଁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳରୁ […]

ପୁଣି ଥରେ ଶିକାରୀ ଗୁଳିରେ ଫରେଷ୍ଟର ମୃତ

ପୁଣି ଶିମିଳିପାଳରେ ଅଭାବନୀୟ ଘଟଣା । ଏବେ ଆଉ ବନ ବିଭାଗ ଅଧିକାରୀଙ୍କୁ ଡରୁନାହାନ୍ତି ଶିକାରୀ । ଫଳରେଶିକାରୀଙ୍କ ଗୁଳିରେ ଯାଇଛି ଆଉ ଜଣେ ବନ କର୍ମଚାରୀଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଶିକାରୀଙ୍କ […]

ଶ୍ରୀଜିଉଙ୍କୁ ଲାଗି ହେବ ଖଡି ପ୍ରସାଦ

ଆଜି ଅଣସରର ଚତୁର୍ଦ୍ଦଶୀ ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଘଣ୍ଟ, ଛତା କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ କରାଯିବ । ମହାପ୍ରଭୁଙ୍କୁ ଲାଗି ହୋଇଥିବା […]

19 ରୁ 21 କୁ ବଢିଲା ଖରା ଛୁଟି

ବଢିଲା ସ୍କୁଲ ପିଲାଙ୍କ ଖରାଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରା ଛୁଟି ଅବଧିକୁ ବଢାଇଛନ୍ତି ସରକାର । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ପରିବର୍ତ୍ତେ ଅଧିକ ଦୁଇ ଦିନ ପାଇଁ […]

ତମେ ଲଢନି, ଆମେ ଛାଡିଦେବୁ

ନିର୍ବାଚନ ପାଇଁ ସବୁଠି ପ୍ରସ୍ତୁତି । କେବଳ ଓଡିଶା ନୁହେଁ ଅନ୍ୟ ରାଜ୍ୟରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏବେଠୁ ବିଭିନ୍ନ ଦଳରେ ଚିନ୍ତା । ଦିଲ୍ଲୀରେ କ୍ଷମତାରେ ଥିବା ଆପ୍ […]

ଶେଷରେ ବଦଳାଇଦେଲେ ନେହେରୁଙ୍କ ଲାଇବ୍ରେରୀ ନାଁ

ଦିଲ୍ଲୀ ସ୍ଥିତ ନେହେରୁ ମ୍ୟୁଜିୟମ୍ ଆଣ୍ଡ୍ ଲାଇବ୍ରେରୀର ନାଁ ବଦଳିଗଲା । ଏହାକୁ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ଭାବେ ନାମକରଣ କରାଯାଇଛି । ନେହେରୁ ମେମେରିଆଲ ନାଁକୁ ବଦଳାଇଥିବାରୁ ମୋଦୀ ସରକାରଙ୍କୁ ଟାର୍ଗେଟ […]

ସବୁ ହଲ୍ ରେ ଆଦିପୁରୁଷ କ୍ରେଜ୍

ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ । ରାମାୟଣର କଥାବସ୍ତକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ । ଶ୍ରୀରାମ ଚରିତ୍ରରେ ବାହୁବଳୀ ଷ୍ଟାର ପ୍ରଭାସ ଅଭିନୟ କରିଛନ୍ତି । ଆଉ […]