ଫସିଛନ୍ତି 3 ହଜାରରୁ ଅଧିକ ପର୍ଯ୍ୟଟକ

ଉତ୍ତର ସିକ୍କିମ ଜିଲ୍ଲାରେ ଆକସ୍ମିକ ବନ୍ୟା ଯୋଗୁଁ ପାଙ୍ଗୋଙ୍ଗସ୍ଥିତ ୧୦ ନମ୍ବର ଜାତୀୟ ରାଜପଥ ଜଳମଗ୍ନ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି । ପ୍ରବଳ ବର୍ଷା ହେବା ଫଳରେ ନିକଟସ୍ଥ […]

୧୮ ଯାଏ ଭୀଷଣ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଲାଗି ରହିଥିବା ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରୁ ମିଳିବନି ନିସ୍ତାର । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଗରମ ସହ ଗୁଳୁଗୁଳିରେ ଛଟପଟ ହେବେ ରାଜ୍ୟବାସୀ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ […]

କୋଟିପତି ସରକାରୀ ବାବୁଙ୍କୁ ଧରିଲା ଭିଜିଲାନ୍ସ

ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ସମ୍ପତି ଦେଖି ଆଚମ୍ବିତ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ ।  ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରଜେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ । […]

ସକାଳ 8ରୁ ନବଯୌବନ ଦର୍ଶନ କରିବେ ଭକ୍ତ

ଜୁନ୍ ୨୦ରେ ବିଶ୍ୱ ନିଅନ୍ତାଙ୍କ ଘୋଷଯାତ୍ରା। ଏଥିନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଜୁନ୍‌ ୧୯ରେ ଶ୍ରୀଜିଉଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ସକାଳ ୮ଟାରୁ ପାରିମାଣିକ ଦର୍ଶନ ଆରମ୍ଭ ହେବ। ୯ଟା ଯାଏଁ ଭକ୍ତମାନେ […]

କୋଚିଂ ସେଣ୍ଟରରେ ଲାଗିଲା ନିଆଁ

ଦିଲ୍ଲୀର ମୂଖାର୍ଜୀ ନଗରରେ ଏକ କୋଚିଂ ସେଣ୍ଟରରେ  ଲାଗିଥିଲା ନିଆଁ । ଏଥିରେ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ଉଦ୍ଧାର […]

କାଳବୈଶାଖୀ ନେଇ 10 ଜିଲ୍ଲାକୁ ଆଲର୍ଟ

ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଆଗକୁ ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ । ଦିନବେଳା ରାଜ୍ୟବାସୀ ପ୍ରବଳ ଗରମ ଓ ଅସହ୍ୟ ତାତିରେ ସିଝିବେ । ତେବେ, ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା […]

ବ୍ରିଜଭୂଷଣ ନାଁରୁ ହଟିବ ପକ୍ସୋ ମାମଲା

ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଓ ପିଛା କରିବା ମାମଲା ଚାଲିବ। ଦେଶର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି […]

ରଜରେ ଭିଜିବନି, ତାତିବ ଓଡିଶା

ଏଥର ରଜରେ ଭିଜିବନି ଓଡିଶା । ଓଲଟା ବଢିବ ତାତି । ସ୍ବାଭାବିକଠାରୁ ୬ରୁ ୮ଡିଗ୍ରୀ ଉପରେ ରହିବ ପାରଦ। ସିଭିୟର ହିଟଓ୍ବେଭ ପାଇଁ ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ […]

ରଥଯାତ୍ରାରେ ମୁତୟନ ହେବେ ୧୬୦ ପ୍ଲାଟୁନ୍ ଫୋର୍ସ

ଆଉ ୬ ଦିନ ପରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ପୁରୀରେ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଆଜି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଏସପିଙ୍କ […]

ଆସନ୍ତକାଲି ‘ନୋ ହର୍ଣ୍ଣ ଡେ’

ଜୁନ ୧୪କୁ ମୁମ୍ବାଇ ଟ୍ରାଫିକ ପୋଲିସ୍‌ ‘ନୋ ହର୍ଣ୍ଣ ଡେ’ ଭାବେ ପାଳନ କରିବ। ଏଥିସହ ଅଯଥାରେ ହର୍ଣ୍ଣ ବଜାଇ ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶବ୍ଦ ପ୍ରଦୂଷଣକୁ […]