ଆସାମରେ ଭୟଙ୍କର ବନ୍ୟା ସ୍ଥିତି

ଆସାମରେ ବନ୍ୟା ସ୍ଥିତି ଭୟଙ୍କର । ବିପଦ ସଙ୍କେତ ଉପରେ ବ୍ରହ୍ମପୁତ୍ର । ଅନ୍ୟ ଶାଖା ନଦୀରେ ବି ଜଳସ୍ତର ବଢିଚାଲିଛି । ଲଗାଣ ବର୍ଷା ଯୋଗୁ ବଢୁଛି ଜଳସ୍ତର । ରାଜ୍ୟର ୧୦ […]

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ଟେକାମାଡ

ମୁଜାଫରନଗର ଷ୍ଟେସନ୍‌ ନିକଟରେ ଦିଲ୍ଲୀ-ଡେରାଡୁନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ଟେକାମାଡ଼ । ଟ୍ରେନ୍‌ ମୁଜାଫରନଗର ଷ୍ଟେସନ୍‌ରେ ପହଞ୍ଚୁଥିବା ବେଳେ ‘କୋଚ୍‌ ଇ-୧’ର ସିଟ୍‌ ନମ୍ବର ୧୩-୧୪ ଉପରେ ଆକ୍ରମଣ କରାଯାଇଥିଲା । ଏହି […]

ଲେବାନନକୁ ହରାଇ ଭାରତ ଚାମ୍ପିଅନ୍

କଳିଙ୍ଗ ଷ୍ଟାଡିୟମରେ ଉଡ଼ିଲା ଭାରତର ବିଜୟ ବାନା । ଇଣ୍ଟରକଣ୍ଟିନେଣ୍ଟାଲ କପରେ ଲେବାନନକୁ ହରାଇ ଚାମ୍ପିଅନ ହେଲା ଟିମ୍ ଇଣ୍ଡିଆ । ଲେବାନନକୁ ୨-୦ ଗୋଲରେ ହରାଇ ଭାରତୀୟ ଫୁଟବଲ୍ ଟିମ୍ ଫାଇନାଲରେ ବାଜି […]

ନବଯୌବନ ବେଶରେ ଆଖି ଲାଖିଗଲା

ସରିଲା ନବଯୌବନ ଦର୍ଶନ । ଅନବସର ଗୁପ୍ତନୀତି ଶେଷ ହେବା ପରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ୩ ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଥିଲା । ଆଜି ସକାଳ ୮ଟାରୁ […]

ବାତ୍ୟା ମୁକାବିଲା ପାଇଁ ମକଡ୍ରିଲ୍

ପାଖେଇ ଆସୁଛି ମୌସୁମୀ । ଆଗାମୀ ଦିନରେ ପ୍ରବଳ ବର୍ଷାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଚଳାଇଛନ୍ତା ଓଡିଶା ସରକାର । ଆଜି ସାରା ରାଜ୍ୟରେ କରାଯାଇଛି ବାତ୍ୟା ମୁକାବିଲା ମକଡ୍ରିଲ୍ । ସମସ୍ତ […]

ପୁଣି ଟ୍ରାକ୍ ରୁ ଖସିଲା ମାଲଗାଡି

ପୁଣି ଟ୍ରାକ୍‌ରୁ ଖସିଲା ମାଲଗାଡ଼ି । ଲୁହାଗୁଣ୍ଡ ବୋଝେଇ ୬ଟି ୱାଗନ ଖସିଛି। କେକେ ରେଳପଥରେ ଏହି ଘଟଣା ଘଟିଛି। କିରଣ୍ଡଲରୁ ବିଶାଖାପାଟଣା ଯାଉଥିଲା ମାଲଗାଡି। ହେଲେ ଆନ୍ଧ୍ରପଦେଶର ଆରକୁ ଠାରୁ ଅଳ୍ପ ଦୂର […]

ପାଉଁଶ ହୋଇଗଲା ୨୫ଟି ଗୋଦାମ

ପାଉଁଶ ହେଇଗଲା ପୁଣେ ଗଙ୍ଗାଧାମରେ ଏକ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଏହାକୁ ଆୟତ୍ତ କରିବା ଲାଗି ୨୨ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଥିଲା । ଅଗ୍ନିକାଣ୍ଡରେ ୨୦ରୁ ୨୫ଟି ଛୋଟବଡ […]

ରାଜସ୍ଥାନରେ ବିପର୍ଯ୍ୟୟର ତାଣ୍ଡବ

ଗୁଜରାଟ ପରେ ରାଜସ୍ଥାନରେ ବାତ୍ୟା ତାଣ୍ଡବ । ବିପର୍ଯ୍ୟୟ ପ୍ରଭାବରେ ଭୀଷଣ ବର୍ଷା ।  ବାଡମେର ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ରାଜସ୍ଥାନର ମରୁଭୂମିରେ ବନ୍ୟା ଭଳି ସ୍ଥିତି ଉପୁଜିଛି । […]

ରାଜ୍ୟରେ ଜାରି ରହିଛି ନିଆଁ ବର୍ଷା

ସାରା ରାଜ୍ୟରେ ନିଆଁ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ଅଘୋଷିତ କର୍ଫ୍ୟୁ । ସକାଳୁ ସକାଳୁ ରାଜ୍ୟରେ ପ୍ରବଳ ଗୁଳୁଗୁଳି । ରାଜଧାନୀ ଭୁବନେଶ୍ୱରରେ ଆଦ୍ରତା ୯୦% ରେକର୍ଡ ହୋଇଛି । ଲଗାତାର […]

ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ

ପ୍ରକାଶ ପାଇଲା JEE ଆଡଭାନ୍ସ ଫଳ । ଉଭୟ ପ୍ରଥମ ଓ ଦ୍ବିତୀୟ ପେପରରେ ୧ ଲକ୍ଷ ୮୦ ହଜାର ୩୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ଉତ୍ତୀର୍ଣ୍ଣ ହୋଇଛନ୍ତି ୪୩ ହଜାର ୩୭୩ […]

ସୁଦାନରେ ବହିଲା ରକ୍ତର ନଦୀ

ଅସ୍ତ୍ରବିରତିକୁ ଅରାଜି, ସୁଦାନରେ ବହିଲା ରକ୍ତର ନଦୀ । ରାଜଧାନୀ ଖୋର୍ତୋମରେ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି ୫ ଶିଶୁଙ୍କ ସମେତ ୧୭ ଜଣ। ଆକ୍ରମଣରେ ୨୫ରୁ ଅଧିକ ଘର ଧୂଳିସାତ୍ ହୋଇଛି । ଜନବହୁଳ […]