ନୂଆ ରୂପ ପାଇବ ବାହାନଗା ହାଇସ୍କୁଲ

ନୂଆ ରୂପ ପାଇବ ବାହାନଗା ହାଇସ୍କୁଲ । 5T ଉପକ୍ରମରେ ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ […]

କାଲି ପାଟନାରେ ବିରୋଧୀ ମେଳି

କେନ୍ଦ୍ରର ବିଜେପି ସରକାରକୁ ଗାଦିଚ୍ୟୁତ କରିବାକୁ ବିହାରର ପାଟନା ଆସନ୍ତାକାଲି ବିରୋଧୀଦଳଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି […]

ବିଚ୍ ରାସ୍ତାରେ ଇଞ୍ଜିନିୟରଙ୍କୁ ମାଡ ମାରିଲେ ବିଧାୟିକା

ଜଣେ ବିଧାୟିକା ଦୁଇଜଣ ଯୁବ ଇଞ୍ଜିନିୟରଙ୍କୁ ବିଚ୍ ରାସ୍ତାରେ ଚାପୁଡା ମାରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଥାଣେରେ । ମୀରା ଭୟାନ୍ଦରର […]

ଓଡିଶାକୁ ଆସିଲା ମୌସୁମୀ, 2 ଦିନରେ ସାରା ରାଜ୍ୟ ଛୁଇଁବ

ଓଡ଼ିଶା ଛୁଇଁଲା ମୌସୁମୀ । ଦୁଇ ଦିନ ଭିତରେ ସାରା ରାଜ୍ୟରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ । ଏହା ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିଛି । ବିଶେଷ କରି ଉପକୂଳ […]

ପାହାଡ ଉପରରୁ ତଳକୁ ଖସିଲା ଜିପ୍

ଉତ୍ତରାଖଣ୍ଡର ପିଥୈରାଗଡ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୁନସ୍ୟାରୀର ହୋକରା ଅଞ୍ଚଳରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଜିପ୍ ରାସ୍ତା ତଳକୁ ଖସିପଡିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨ଜଣ […]

ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନ ସମେତ ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କିଭଳି ଓ କେଉଁ ପ୍ରସଙ୍ଗ […]

କଳା ତାଲିକାଭୁକ୍ତ ହେଲା ୭ଟି କଫ୍ ସିରଫ୍

ଭାରତରେ ପ୍ରସ୍ତୁତ ହେଉଥିବା ୭ଟି କଫ୍ ସିରଫକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କଳା ତାଲିକାଭୁକ୍ତ କରିଛି । ଆଫ୍ରିକୀୟ ଦେଶ ଗାମ୍ବିଆ ସମେତ ବିଶ୍ୱର ୩୦୦ ଲୋକଙ୍କ ମୃତ୍ୟୁ ପରେ ଏହିସବୁ କଫ ସିରଫକୁ […]

ଟ୍ରକ୍ ରେ ଏସି କ୍ୟାବିନ୍ ବାଧ୍ୟତାମୂଳକ

ଟ୍ରକ୍ ଚାଳକଙ୍କ ପାଇଁ ଖୁସି ଖବର । ଏବେ ଆଉ ଖରାରେ ସିଝି କିମ୍ବା ଝାଳରେ ଚଳାଇବାକୁ ପଡିବନି ଗାଡି । ୨୦୨୫ରୁ ସମସ୍ତ ଟ୍ରକର କ୍ୟାବିନ୍ ଶୀତତାପ ନିୟନ୍ତ୍ରିତ ହେବା ବାଧ୍ୟତାମୂଳକ  । […]

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଘୋଷଯାତ୍ରା

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା । ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ମହାବାହୁଙ୍କ ରଥ ଟଣା ହେଉଛି । ବିଶ୍ବ ନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଶ୍ରଦ୍ଧାର ସହିତ ଟାଣି ନେଉଛନ୍ତି। ଅପରାହ୍‌ଣ ୪ଟା […]

ବଙ୍ଗୋପସାଗରରେ ଲଘୁଚାପର ସମ୍ଭାବନା

ସମଗ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ଲୋକମାନେ ଆତୁର ହୋଇ ମୌସୁମୀର ଆଗମନକୁ ଚାହିଁ ବସିଛନ୍ତି । କିନ୍ତୁ ମୌସୁମୀର ଆଗମନ ବିଳମ୍ବିତ ହୋଇଚାଲିଛି । ତେବେ ଖୁବଶୀଘ୍ର ରାଜ୍ୟରେ ବର୍ଷା ଆରମ୍ଭ […]

ତାତିରୁ ମିଳିବ ରକ୍ଷା

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି। ଫଳରେ ଆଗକୁ ଆଉ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ନଥିବା ବେଳେ ପ୍ରାକ୍‌ ମୌସୁମୀ ଜନିତ […]