ମମତାଙ୍କୁ ମାରିବାକୁ ଷଡଯନ୍ତ୍ର !

ବିପଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବେ ସୁରକ୍ଷିତ ନାହାନ୍ତି ମମତା । ଆଜି ଜଣେ ସନ୍ଦିଗ୍ଧ ବନ୍ଧୁକ ଧରି ମମତା ବାନାର୍ଜୀଙ୍କ ବାସଭବନ ମଧ୍ୟକୁ ପ୍ରବେଶ କରିଥିବା ବେଳେ ପୋଲିସ ଉକ୍ତ […]

ସୁନ୍ଦର ଦିଶିବ ସୁକିନ୍ଦା, ୧୦ପ୍ରକଳ୍ପ ପାଇଁ ଅନୁମୋଦନ!

ଏଣିକି ସୁନ୍ଦର ଦିଶିବ ସୁକିନ୍ଦା । ସୁକିନ୍ଦାରବିକାଶ ପାଇଁ ମଞ୍ଜୁର ହୋଇଛି ୭୯୧.୬୧ କୋଟି। ତେବ ଯାଜପୁର DMF ଟ୍ରଷ୍ଟ ବୋର୍ଡର ଆଜି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଯାଜପୁର ଜିଲ୍ଲାପାଳ, […]

ଫୁଲୁଛି ହୀରାକୁଦ ଜଳଭଣ୍ଡାର !

ରାଜ୍ୟରେ ଜାରି ରହିଛି ଲଘୁଚାପ ପ୍ରଭାବ। ଏହି ଲଘୁଚାପ ଜନିତ ବର୍ଷା ଯୋଗୁଁ ଏବେ ସ୍ଥିତି ଗମ୍ଭୀର ହୋଇପଡିଛି। ଧୀରେଧୀରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ଏହାରି ଭିତରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ […]

ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ । ଗୁରୁତ୍ଵପୂର୍ଣ୍ଣ ବିଷୟରେ ବାଜିପାରେ ମୋହର। ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ସାଢ଼େ ୬ଟାରେ ବସିବ । ଗୁରୁତ୍ଵପୂର୍ଣ୍ଣ ଆଲୋଚନା ସହ ୧୨ରୁ ଅଧିକ ପ୍ରସ୍ତାବ ଉପରେ […]

ବିଏମସିର ଦୃଢ କାର୍ଯ୍ୟାନୁଷ୍ଠାନ, ହୋଟେଲ ଆଗରେ ଫୋପାଡିଲେ ଅଳିଆ

ଅଳିଆ ଜମା କରି ହଟହଟା ହେଲେ ହୋଟେଲ ମାଲିକ। ବିଏମସି ନେଲା କଠୋର ପଦକ୍ଷେପ , ସବୁ ଅଲିଆକୁ ନେଇ ହୋଟେଲ ଆଗରେ ଫୋପାଡିଲା ବିଏମସି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ ଭୁବନେଶ୍ବର […]

ଆସୁଛି ବଡ ଲଘୁଚାପ, ପ୍ରବଳ ଛେଚିବ !

ରାଜ୍ଯରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଓଡ଼ିଶା ଉପକୂଳରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି […]

୨୦ଟଙ୍କାରେ ମିଲ୍ସ ଓ ୩ଟଙ୍କାରେ ପାଣି ପାଇବେ ରେଳଯାତ୍ରୀ

ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ପ୍ରାୟତଃ ଯେଉଁମାନେ ଯେଉଁମାନେ ଦୂର ଯାତ୍ରା କରୁଛନ୍ତି ତାହା ପୁଣି ସାଧାରଣ ବା ଜେନେରାଲ ବଗିରେ ମୁଖ୍ଯତଃ ସେମାନେ ଏହି ସୁବିଧାର ସିଧାସଳଖ ଫାଇଦା […]

ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗ, ବିଚାର କରିବେ ୫ଜଣିଆ ଖଣ୍ଡପୀଠ

ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଆସିଲା ଗୁରୁତ୍ବପୂର୍ଣ ନିଷ୍ପତ୍ତି, ୫ଜଣିଆ ଖଣ୍ଡପୀଠକୁ ମାମଲା ପଠାଇଲେ ସୁପ୍ରିମ କୋର୍ଟ । ତେବେ ବହୁ ଚର୍ଚିତ ଅଧିକାରୀଙ୍କ ଉପରେ ନିୟନ୍ତ୍ରଣ ସହ ସମ୍ବନ୍ଧିତ କେନ୍ଦ୍ରର ଅଧ୍ୟାଦେଶ ମାମଲାକୁ ସୁପ୍ରିମକୋର୍ଟ […]

ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ, ୮ ମୃତ !

ଜାମ୍ମୁ-କାଶ୍ମୀର ପାଇଁ ଦାଉ ସାଧୁଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ କେତେବେଳେ ବନ୍ୟା ସ୍ଥିତି ତ ଆଉ କେତେବେଳେ ଭୂସ୍ଖଳନ, ସତେ ଯେମିତି ବୋଝ ଉପରେ ନଳିତା ବିଡା। ତେବେ ଜାମ୍ମୁ-କାଶ୍ମୀରର କାଠୁଆ […]

ଘର ଭାଙ୍ଗି ଲୁଟିଥିଲ , ପୋଲିସ ହାତରେ ଧରା ପଡିଲେ

ଯାଜପୁର ରୋଡ ପୋଲିସକୁ ବଡ଼ ସଫଳତା। ଚୋରି ଘଟଣାର କଲା ପର୍ଦ୍ଦାଫାଶ। ତିନିଜଣଙ୍କୁ ଗିରଫ କରିବା ସହ ୬ଲକ୍ଷ ଟଙ୍କାର ସୁନାଗହଣା ଓ ଏକ ବାଇକ୍ ଜବତ ହୋଇଛି। ତେବେ ସୂଚନା ଅନୁଯାୟୀ ଯାଜପୁର […]

ଚଡ଼ି ଗ୍ୟାଙ୍ଗକୁ ମାଡିବସିଲା ପୋଲିସ !

ରାଜଧାନୀରେ ମାତିଛନ୍ତି ଚଡ଼ି ଗ୍ୟାଙ୍ଗ। ଦୀର୍ଘଦିନ ଧରି ପୋଲିସ ଆଖିରେ ଧୂଳି ଦେଇ କରୁଥିଲେ ଲୁଟ୍। ହେଲେ ଏମାନଙ୍କୁ ଧରିବାକୁ ପୋଲିସ ବିଛାଇଥିଲା ଇନ୍ଦ୍ରଜାଲ। ଆଉ ଅପେକ୍ଷା କରିଥିଲା ପୁରା ସୁଯୋଗକୁ, ସୁଯୋଗ ପାଉ […]