ଯମୁନା ଜଳରେ ବୁଡିଯିବ ଦିଲ୍ଲୀ !

ଦିଲ୍ଲୀ ପାଇଁ ଦୁଃଖ ସାଜିଛି ଯମୁନା । ବିପଦ ସଂକେତ ଉପରେ ଏବେ ଯମୁନାର ଜଳସ୍ତର । ପୁଣିଥରେ ଦିଲ୍ଲୀର ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଯମୁନାର […]

ଆହୁରି ଆକର୍ଷଣୀୟ ହେବ ମାଆ ବିରଜାଙ୍କ ମନ୍ଦିର

ଝଲସିବ ଓଡ଼ିଶାର ଆଦ୍ୟ ଶକ୍ତିପୀଠ ସୁନ୍ଦର ଦିଶିବ ମାଆ ବିରାଜଙ୍କ ମନ୍ଦିର । ମନ୍ଦିରର ମୁଖଶାଳାଠାରୁ ଆରମ୍ଭ କରି ପାର୍ଶ୍ଵ ଦେବତା ସବୁର ସୌନ୍ଦର୍ଯ୍ୟ କରଣ କରାଯିବ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜା […]

ବଦଳୁଛି ପାଗ, ଜାଣନ୍ତୁ କିପରି କରିବେ ଜର ଥଣ୍ଡାର ଉପଚାର ?

ବଦଳିଛି ଋତୁ । ଏଥିସହ ବଦଳିଛି ପାଣିପାଗ । ତେଣୁ ସ୍ବାସ୍ଥ୍ୟରେ ବି ଦେଖାଦେଇଛି ପରିବର୍ତ୍ତନ । ଲୋକଙ୍କ ମଧ୍ୟରେ ଧାରା ଶ୍ରାବଣ ଯୋଗୁଁ ଅଧିକ ବ୍ୟାପୁଛି ଥଣ୍ଡା ଓ ଜର । ଜେଜେ […]

ଏସଟିଏଫ ହାତରେ ବାଘଛାଲ ଲୁଟେରା !

ମାତିଛନ୍ତି ବାଘଛାଲ ଲୁଟେରା। ପୋଲିସ ଆଖିରେ ଧୁଳି ଦେଇ ଚାଲିଥିଲା ବାଘଛାଲ ଡିଲ। କଲରାପତରିଆ ବାଘ ଛାଲ ଡ଼ିଲ ବେଳେ ମାଡିବସିଲା ଏସଟିଏଫ | ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଏମ୍ ରାମପୁର-ନର୍ଲାର ଶ୍ରୀପଲ୍ଲୀ ଛକରେ […]

ଦିଲ୍ଲୀର ଦୁଇ ମସଜିଦକୁ ନୋଟିସ !

ଦିଲ୍ଲୀର ଦୁଇ ପ୍ରତିଷ୍ଠିତ ମସଜିଦକୁ ନୋଟିସ୍। ୧୫ ଦିନ ମଧ୍ୟରେ ଜବର ଦଖଲ ଉଚ୍ଛେଦ କର । ଉତ୍ତରାଞ୍ଚଳ ରେଳବାଇ ପ୍ରଶାସନ ଏନେଇ ନୋଟିସ୍‌ ଜାରି କରିଛି। ଏହି ମସ୍‌ଜିଦ୍‌ ୨ଟି ହେଉଛି: ବେଙ୍ଗଲି […]

ପୁଣି ବଗି ଛାଡି ପଳାଇଲା ମାଲବାହୀ ଟ୍ରେନ !

ଓଡ଼ିଶାର ପିଛା ଛାଡୁନି ରେଳ ଦୁର୍ଘଟଣା । ବଗି ଛାଡି ଦୁଇ କିଲୋମିଟର ପଳାଇଲା ମାଲବାହୀ ଟ୍ରେନ । ଆଜି ମଧ୍ୟ ଏମିତି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ରେଲୱେ […]

ମୁଁ ଯାଜପୁର କହୁଛି…

ମୁଁ ଯାଜପୁର କହୁଛି। ନୂଆ ସମୟ ସହ ନୂଆ ରୂପରେ ମୁଁ ଠିଆ ହୋଇଛି। ମୁଁ ବିନାଶ ଦେଖିଚି ବିକାଶ ବି ଦେଖୁଛି। ଦିନେ ଏଇଠୁ ସାରା ରାଜ୍ୟକୁ ଶାସନ ହେଉଥିଲା। ମୁନିଋଷିଙ୍କ ବେଦ […]

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ !

ସ୍ତ୍ରୀକୁ ହାଣିଲା ସ୍ଵାମୀ । ଦିନେ ସାତ ଜନମକୁ ସାଥି କରିବ ବୋଲି କଥା ଦେଇଥିଲା ହେଲେ ଆଜି ସ୍ଵାମୀ ସାଜିଲା ସଇତାନ । ଆଉ ନେଲା ସ୍ତ୍ରୀର ଜୀବନ । ଏଭଳି ଘଟଣା […]

ପୋଲିସକୁ ଗୋଡାଇ ହାଣିଲେ ଗଞ୍ଜେଇ ମଫିଆ !

ଗଞ୍ଜେଇ ଜବତ କରିବାକୁ ଯାଇ ମାଫିଆଙ୍କ ଶିକାର ହେଲା ପୋଲିସ। ଆଇଆଇସି ଓ କନଷ୍ଟେବଲଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଗଞ୍ଜେଇ ମାଫିଆ। ଗଞ୍ଜେଇ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଅବକାରୀ ଆଇଆଇସି ସହ ୨ ଜଣ […]

ନବୀନଙ୍କ ନାଁରେ ନୂଆ ରେକର୍ଡ

ରେକର୍ଡ ଭାଙ୍ଗିଲେ ନବୀନ । ନବୀନଙ୍କ ନାଁରେ ଆଜି ଲେଖା ହୋଇଛି ନୂଆ ରେକର୍ଡ । ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଜ୍ୟୋତି ବସୁଙ୍କୁ ପଛରେ ପକାଇ […]

“ଯୁଦ୍ଧରେ ଦେଶକୁ ବଞ୍ଚାଇଲି, ହେଲେ ସ୍ତ୍ରୀକୁ ରକ୍ଷା କରିପାରିଲିନି”!

ମଣିପୁରରେ ଘଟିଥିବା ଲଜ୍ଜା ସାରା ଦେଶକୁ ମର୍ମାହତ କରିଛି । ଦୁଇ ମହିଳାଙ୍କୁ ଦୁଷ୍କର୍ମ ପରେ ଉଲଗ୍ନ କରି ବୁଲାଇବା ଓ ଅସଦାଚରଣ କରିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଦେଶବାସୀ […]