ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ UAE ଗସ୍ତ କରିବ ଏକ ପ୍ରତିନିଧି ମଣ୍ଡଳୀ

ଓଡ଼ିଶାକୁ ଆସିବ ଅଧିକରୁ ଅଧିକ ନିବେଶ

ଓଡ଼ିଶାରେ ଅଧିକରୁ ଅଧିକ ନିବେଶ ଆଣିବାକୁ ବଡ଼ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ UAE ଗସ୍ତ କରିବ ଏକ ପ୍ରତିନିଧି ମଣ୍ଡଳୀ। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଏହି ସୂଚନା ଦେଇଛନ୍ତି। ଦୁବାଇରେ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ରହିଛି କାର୍ଯ୍ୟକ୍ରମ ରହିଛି। ରୋଡ ଶୋ ସହ ସେଠାରେ ପ୍ରବାସୀ ଓଡ଼ିଆ କାର୍ଯ୍ୟକ୍ରମ ବି ହେବ।

Leave a Reply

Your email address will not be published. Required fields are marked *