ବଗି ଛାଡି ଇଂଜିନ ଛୁ Posted on August 23, 2026August 23, 2026 ପୁରୁଣାକଟକ -ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନରେ ଅଘଟଣ ବଲାଙ୍ଗିର ସୁଦପଡା ରେଲୱେ ଫାଟକ ନିକଟରେ ବଗିକୁ ଛାଡ଼ି ପଳାଇଲା ଇଂଜିନ | ପୁରୁଣାକଟକ -ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନରେ ଘଟିଛି ଏଭଳି ଘଟଣା | ଏପରି ଘଟଣା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ | ପରେ ପୁଣି ଇଂଜିନକୁ ଯୋଡିବା ପରେ ଟ୍ରେନ ଗଡ଼ିଥିଲା |
ଓଡ଼ିଶା ଚୌଦ୍ବାର ଜେଲରୁ ଚମ୍ପଟ କଏଦୀ ରାଜା ସାହାଣୀ ଗିରଫ User 003 April 2, 2026 0 ଚୌଦ୍ବାରରୁ ଚମ୍ପଟ, ଋଷିକେଶରୁ ଗିରଫ ଚୌଦ୍ବାରରୁ ଚମ୍ପଟ, ଋଷିକେଶରୁ ଗିରଫ । ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ ଗିରଫ । ଦୀର୍ଘ ୬ ମାସ ପରେ ଉତ୍ତରାଖଣ୍ତରୁ ଗିରଫ […]
ଓଡ଼ିଶା ଦୀଘାରେ ‘ଜଗନ୍ନାଥ ଧାମ’ ଲେଖିବା ପ୍ରସଙ୍ଗ User 003 May 3, 2025 0 ଗଜପତିଙ୍କୁ ଚିଠି ଲେଖିଲେ ସୁଦର୍ଶନ ପଟ୍ଟନାୟକ ପଶ୍ଚିମବଙ୍ଗର ଦୀଘାରେ ‘ଜଗନ୍ନାଥ ଧାମ’ ଲେଖିବା ପ୍ରସଙ୍ଗରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସୁଦର୍ଶନ ପଟ୍ଟନାୟକ (ପଦ୍ମଶ୍ରୀ) ଶ୍ରୀମନ୍ଦିର ପରିଚାଳନା […]
ଓଡ଼ିଶା ଭେଙ୍କଟେଶ୍ବର ମନ୍ଦିର ଦଳାଚକଟାରେ ଓଡିଆ ଝିଅ ମୃତ User 003 November 2, 2025 0 ଭେଙ୍କଟେଶ୍ବର ମନ୍ଦିର ଦଳାଚକଟା: ଗଞ୍ଜାମ ଜିଲ୍ଲାର ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଆନ୍ଧ୍ରପ୍ରଦେଶ ମନ୍ଦିର ଦଳାଚକଟାରେ ଓଡିଆ ଯୁବତୀ ମୃତ । ମୃତ ଯୁବତୀ ଜଣକ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର । ଗୁଡ଼ିପଦର ଗାଁର […]