ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମରଙ୍କ ଇସ୍ତଫା

ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମରଙ୍କ ଇସ୍ତଫା

ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ସେ ଶାସକ ‘ଲେବର ପାର୍ଟି’ର ନେତା ପଦ ମଧ୍ୟ ଛାଡ଼ିବେ । ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ ଦଳର ନୂଆ ନେତା ଚୟନ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ସେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ସରକାର ଓ ଦଳର ସ୍ଥିତିକୁ ସୁଧାରିବା ପାଇଁ ଏକ ନୂଆ ନେତୃତ୍ୱକୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ତାଙ୍କ ଉପରେ କ୍ରମାଗତ ଭାବେ ଚାପ ବଢ଼ୁଥିଲା, ଯାହା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *