କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି

ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଲେ ସର୍ବୋଚ୍ଚନ୍ୟାୟାଳୟ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ମିଳିଛି ଆଶ୍ୱସ୍ତି । ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ମହମ୍ମଦ ମୋକିମଙ୍କ ବିଜୟକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧି […]

ଏସ୍‌ବିଆଇକୁ ପୁଣି ଝଟକା

ଏସ୍‌ବିଆଇକୁ ପୁଣି ଡେଡ୍‌ଲାଇନ୍ ଦେଲେ ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ପୁଣି ଝଟକା। ବଣ୍ଡ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ବ୍ୟକ୍ତିବିଶେଷ ଓ କମ୍ପାନିଙ୍କ […]

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଟକ-ବାରବାଟୀ ବିଧାୟକ

ସୁପ୍ରିମକୋର୍ଟ ଗଲେ ମହମ୍ମଦ ମୋକିମ  ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଧାୟକ ଭାବେ ମୋକିମଙ୍କ ନିର୍ବାଚନ ବିଜୟକୁ ଓଡ଼ିଶା ହାଇକୋର୍ଟ ମାର୍ଚ୍ଚ ୪ରେ ଅସିଦ୍ଧ ଘୋଷଣା କରିଥିଲେ । […]

ସାର୍ବଜନୀନ ହେଲା ନିର୍ବାଚନୀ ବଣ୍ଡ

ବଣ୍ଡ ଜରିଆରେ ବିଜେପିକୁ ମିଳିଛି ୬,୫୬୬ କୋଟି ସାର୍ବଜନୀନ ହେଲା ନିର୍ବାଚନୀ ବଣ୍ଡ । ବଣ୍ଡ ଜରିଆରେ କେଉଁ ଦଳକୁ ମିଳିଛି କେତେ ଟଙ୍କା । ସମସ୍ତ ତଥ୍ୟ ନିର୍ବାଚନ କମିଶନ ନିଜ ୱେବସାଇଟରେ […]

ଭୋଟ୍‌ ବଦଳରେ ନୋଟ୍‌ ଦେଲେ MLA-MP ଙ୍କ ବିରୋଧରେ ହେବ ମାମଲା

ଏଣିକି ନୋଟ ନେଇ ଭୋଟ ଦେଲେ କେସ ଟଙ୍କା ନେଇ ଭୋଟ୍ ଦେବା ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସାଂସଦ ଓ ବିଧାୟକ ଟଙ୍କା ନେଇ ସଂସଦ କିମ୍ବା ବିଧାନସଭାରେ ଭୋଟ୍ […]

ସୁପ୍ରିମ୍‌କୋର୍ଟରେ ଆପ୍‌ର ବଡ଼ ବିଜୟ

ଚଣ୍ଡିଗଡ ମେୟର ନିର୍ବାଚନ, ଆପର ବଡ଼ ବିଜୟ ଚଣ୍ଡିଗଡ ମେୟର ନିର୍ବାଚନ ବେଳେ ରିଟର୍ଣ୍ଣିଂ ଅଫିସର ନାକଚ କରିଦେଇଥିବା ସମସ୍ତ ଭୋଟ ବୈଧ। ଏହି ମାମଲାର ଶୁଣାଣି କରି ଆଜି ଏହି ରାୟ ଦେଇଛନ୍ତି […]

ଇଲେକ୍ଟ୍ରୋରାଲ ବଣ୍ତ ଅସାମ୍ବିଧାନିକ: ସୁପ୍ରିମକୋର୍ଟ

ଇଲେକ୍ଟ୍ରୋରାଲ ବଣ୍ତକୁ କାହିଁକି ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ? ଇଲେକ୍ଟ୍ରୋରାଲ ବଣ୍ତ ଜରିଆରେ ଆଉ ପ୍ରଦାନ କରାଯିବନି ଚାନ୍ଦା । ଏହାକୁ ବେଆଇନ ତଥା ଅସାମ୍ବିଧାନିକ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ […]

୨ ସପ୍ତାହ ମଧ୍ୟରେ ଜବାବ ରଖିବେ ଶିନ୍ଦେ ଗୋଷ୍ଠୀ

ଏକନାଥ ଶିନ୍ଦେଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ ଏକନାଥ ଶିନ୍ଦେଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ। ୨୦୨୨ ଜୁନ୍‌ରେ ଶିବସେନା ବିଭାଜିତ ହେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏକନାଥ ଶିନ୍ଦେ। ତାଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀକୁ […]

ସରେଣ୍ଡର କଲେ ବିଲକିସ ବାନୋ ଗଣଦୁଷ୍କର୍ମ ଦୋଷୀ

ଆତ୍ମସମର୍ପଣ କଲେ ଗଣଦୁଷ୍କର୍ମକାରୀ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କଲେ ବିଲକିସ ବାନୋ ଗଣଦୁଷ୍କର୍ମକାରୀ ସମସ୍ତ ଦୋଷୀ । ସମସ୍ତ ୧୧ ଦୋଷୀ ଗୁଜରାଟ ଗୋଧ୍ରାର ଉପକାରାଗାରରେ ଆତ୍ମସମର୍ପଣ କରିଛନ୍ତି । ରବିବାର ରାତି […]

ଆତ୍ମସମର୍ପଣ କରିବେ ଗଣଦୁଷ୍କର୍ମକାରୀ !

ବିଲକିସ୍ ବାନୋ ଗଣଦୁଷ୍କର୍ମ ଘଟଣା, ଆଜି ଡେଡଲାଇନ୍ ଆଜି ଆତ୍ମସମର୍ପଣ କରିପାରନ୍ତି ବିଲକିସ ବାନୋ ଗଣଦୁଷ୍କର୍ମକାରୀ । ସମସ୍ତ ୧୧ ଅଭିଯୁକ୍ତଙ୍କ ପିଟିସନକୁ ଖାରଜ କରି ୨୧ ତାରିଖ ସୁଦ୍ଧା ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ […]

ବିଲକିସ୍ ବାନୋ ଦୁଷ୍କର୍ମକାରୀଙ୍କୁ ମିଳିଲାନି ଆଶ୍ୱସ୍ତି

ବିଲକିସ୍ ଗଣଦୁଷ୍କର୍ମ ମାମଲା, ସମସ୍ତ ଦୋଷୀଙ୍କ ଆବେଦନ ଖାରଜ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ୨୧ ତାରିଖ ସୁଦ୍ଧା ପୋଲିସ ନିକଟରେ ଆତ୍ମସମର୍ପଣ […]