ପୁତୁରାକୁ ଟାଙ୍ଗିଆରେ ହାଣି ମାରିଲା କକା !

ସମ୍ପର୍କରେ ଲାଗିଲା ରକ୍ତ ଛିଟା ସମ୍ପର୍କରେ ଲାଗିଲା ରକ୍ତ ଛିଟା । କକା ଭୁଲିଗଲା ସମ୍ପର୍କ ଆଉ ନେଇଗଲା ପୁତୁରା ଜୀବନ । ଘରେ ଶୋଇଥିବା ବେଳେ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି […]

ଖୁଦୁରୁକୁଣୀରେ ବୋମାମାଡ଼ !

କମେଣ୍ଟମରାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ! ପୂଜାକୁ କେନ୍ଦ୍ର କରି ତୁମୁଳକାଣ୍ଡ । ଏମିତିକି ବୋମାମାଡ଼ର ଚିତ୍ର ସାମ୍ନାକୁ ଆସିଛି । ଖୁଦୁରୁକୁଣୀ ଓଷାବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ । ଏଭଳି ଅଭାବନୀୟ ଘଟଣା ଘଟିଛି […]

ବୃଦ୍ଧଙ୍କୁ ଦଳିଦେଲା ହାତୀ !

ସୁନ୍ଦରଗଡ ବଡଗାଁରେ ହାତୀ ଆତଙ୍କ ! ପୁଣି ଜଣେ ବୃଦ୍ଧଙ୍କୁ କଚାଡି ମାରିଛି ହାତୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ଟିମିନା କିଷାନ ପଡାରେ […]

ଏସିଆନ ଗେମ୍ସରେ ଚମକୁଛନ୍ତି ଭାରତୀୟ ଖେଳାଳି

ଦୁଇଟି ସ୍ଵର୍ଣ୍ଣ ସହ ଭାରତର ୮ପଦକ ହାସଲ ଏସିଆନ ଗେମ୍ସରେ ଚମକୁଛନ୍ତି ଭାରତୀୟ ଖେଳାଳି । ଗତକାଲି ଭାରତ ୫ଟି ପଦକ ହାସଲ କରିଥିବା ବେଳେ ଆଜି ଏ ପର୍ଯ୍ୟନ୍ତ ଆଉ ତିନିଟି ପଦକ […]

ଗୃହ ଆରମ୍ଭରୁ ହିଁ ହଟ୍ଟଗୋଳ !

ବିଧାନସଭାରେ ବିଜେପି-ବିଜେଡି ମୁହାଁମୁହିଁ ! ନୂଆ ବାଚସ୍ପତିଙ୍କୁ ନେଇ ରାଜ୍ୟରେ ଆରମ୍ଭ ହୋଇଯାଇଛି ବିଧାନସଭା ପ୍ରଶ୍ନକାଳ । ହେଲେ ଆରମ୍ଭରୁ ହିଁ ଗୃହରେ ଦେଖିବାକୁ ମିଳିଛି ହାଇଡ୍ରାମା । 5ଟି ସଚିବଙ୍କ ଗସ୍ତକୁ ନେଇ […]

ଗୃହରେ ବିରୋଧୀଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ !

ମନ୍ତ୍ରୀ ବଡ଼ ନା ସଚିବ, ଏହାର ବିବୃତ୍ତି ରଖିଛନ୍ତି ନବୀନ ପଟ୍ଟନାୟକ ବିଧାନସଭାରେ ଉଠିଲା ମନ୍ତ୍ରୀ ବଡ଼ ନା ସଚିବ! ଯାହାର ଜବାବ ଦେବାକୁ ଯାଇ ବିବୃତ୍ତି ରଖିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। […]

ପୁଣି ବଜ୍ରପାତ ନେଲା ମହିଳାଙ୍କ ଜୀବନ

ବଜ୍ରପାତ ଯୋଗୁଁ ଜଣେ ମୃତ, ଦୁଇ ଗୁରୁତର ନବରଙ୍ଗପୁର ଝରିଗାଁ ବ୍ଲକ ବକଡ଼ାବେଡା ପଂଚାୟତର ତେନ୍ତୁଲିଗାଁ ଛକରେ ଅଭାବନୀୟ ଘଟଣା । ତିନି ଜଣ ମହିଳା ଜମିରେ କାମ ସାରି ଫେରିବା ସମୟରେ ବଜ୍ରପାତ […]

ଗୋଟିଏ ଦିନରେ ଦୁଇଟି ମୃତଦେହ ଠାବ

ନରକଙ୍କାଳ କାହାର ? ଗଞ୍ଜାମ ଜିଲ୍ଲାରେ ଦୁଇଟି ସ୍ଥାନରୁ ଆଜି ଉଦ୍ଧାର ହୋଇଛି ମୃତଦେହ । ଗୋଟିଏ ନରକଙ୍କାଳ ଠାବ ହୋଇଥିବା ବେଳେ ଏକ ଅଜଣା ମୃତଦେହ ମିଳିଛି ।  ହିଂଜିଳିକାଟୁ ଥାନା ଅନ୍ତର୍ଗତ […]

ରାଉରକେଲାରୁ ପୁରୀକୁ ଚାଲିଲା ନୂଆ ଏକ୍ସପ୍ରେସ୍

ଓଡ଼ିଶାରେ ଗଡ଼ିଲା ଦ୍ବିତୀୟ ବନ୍ଦେ ଭାରତ ଓଡିଶାରେ ଗଡିଲା ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ରେଳ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାକୁ ଉଦଘାଟନ କରିଛନ୍ତି । ରାଉରକେଲା […]

ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ ପାଇଁ ସଚେତନତା

ଗତ ୨୪ଘଣ୍ଟାରେ ଆଉ ୯ଆକ୍ରାନ୍ତ ଚିହ୍ନଟ ! ଏବେ ପୁରା ଅସ୍ତବ୍ୟସ୍ତ କରିଲାଣି ସ୍କ୍ରବ ଟାଇଫସ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବେଳେ ସୁନ୍ଦରଗଡ ସତେ ଯେମିତି ପାଲଟିଛି ସ୍କ୍ରବ ଟାଇଫସର […]

କାହିଁକି ନିର୍ଦୟ ହେଲା ମାଆ ?

ନବଜାତ ଶିଶୁକୁ ପାଇଖାନାରେ ପକାଇ ଫେରାର ହେଲା ମାଆ ! ଅମାନୁଷିକତାର ନୂଆ ଏକ କାହାଣୀ । ମା ସାଜିଲା ଡାହାଣୀ । ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନାରେ ପକାଇ ଫେରାର ହୋଇଯାଇଛି ମାଆ […]