ଆଗାମୀ ୨୪ଘଣ୍ଟାରେ ଲଘୁଚାପ !

ବର୍ଷା ପାଇଁ ୧୭ ଟି ଜିଲ୍ଲାକୁ ସତର୍କତା ଜାରି ! ରାଜ୍ୟରେ ପ୍ରତି ମୁହୂର୍ତ୍ତରେ ବଦଲୁଚି ପାଣିପାଗ । ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହି […]

ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡିଲେ ବାପା

ସାଙ୍ଗ ହୋଇ ବାପଝିଅଙ୍କ ଆତ୍ମହତ୍ୟା ! ସାମ୍ନାକୁ ଆସିଲା ଏକ ଲୋମହର୍ଷଣକାରୀ ଘଟଣା । ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡିଲେ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ […]

କୁଜଙ୍ଗ ପାରାଦୀପ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ହାଇୱା ଧକ୍କାରେ ଦୁଇ ମୃତ ! ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ପନ୍ଦର ନମ୍ବର ଛକ ନିକଟରେ […]

୫ମ ଦିନରେ ସ୍ଵାଭାବିକ ଗୃହ !

ଗୃହରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆଜି ବିଧାନସଭା ମୌସୁମୀ ଅଧିବେଶନର ୫ମ ଦିନ । ତେବେ ଆଜି ସ୍ୱାଭାବିକ ଭାବେ ଚାଲିଛି ଗୃହ କାର୍ଯ୍ୟ । ଯଦିଓ ଗତକାଲି ପ୍ରଶ୍ନକାଳରେ ସ୍ଵାଭାବିକ ସ୍ଥିତି ଥିଲା […]

ଅକାଳରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଘାଟିରେ ଓଲଟିଲା ବସ୍, ଚାଲିଗଲା ଶିକ୍ଷକଙ୍କ ଜୀବନ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ପୁଣି ଘଟିଛି ଅଘଟଣ । କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଯିବାବେଳେ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍ । ଦୁର୍ଘଟଣାରେ […]

ହରଡ଼ଘଣାରେ ବିଜେଡି ନେତା ପ୍ରଭାତ ବିଶ୍ଵାଳ !

ସିସୋର ଚିଟଫଣ୍ଡ ମାମଲାରେ ବିଶ୍ଵାଳ ଦମ୍ପତିଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଇଡି ଦିନକୁ ଦିନ ବଢିବାରେ ଲାଗିଛି ବିଜେଡି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଡ଼ୁଆ । ସିସୋର ଚିଟଫଣ୍ଡ ସଂସ୍ଥାରେ […]

ଆଜି ସ୍ଵାଭାବିକ ହୋଇଛି ବିଧାନସଭା

ଗୃହରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗର ଆଲୋଚନା ଶାସକ ବିରୋଧୀଙ୍କ ହୋହଲ୍ଲା ନାରାବାଜି ଭିତରେ ଚାଲିପାରୁନଥିଲା ଗୃହ । ଏମିତିକି ଗତକାଲି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ଫେଲ […]

ବାମନ ବେଶରେ ଦର୍ଶନ ଦେବେ ମହାବାହୁ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ  ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସ୍ଵତନ୍ତ୍ର ବେଶ। ବଳି ବାମନ ବେଶରେ ଆଜି ଦର୍ଶନ ଦେବେ ଶ୍ରୀଜୀଉ। କାଲି ସୁନିଆରେ ସ୍ଵତନ୍ତ୍ର ନୀତିକାନ୍ତି ପରେ ଆଜି ମହାବାହୁଙ୍କ ଏକ […]

ସଇତାନ ସାଙ୍ଗ ନେଲେ ସାଙ୍ଗର ଜୀବନ !

ଟଙ୍କା ନଦେବାରୁ ସାଙ୍ଗକୁ ପଥରରେ ଛେଚି ହତ୍ୟା ! ଜଘନ୍ୟ ବିଭଶ୍ଚ ଅମାନୁଷିକତାର ନୂଆ କାହାଣୀ । ସାଙ୍ଗକୁ ପଥରରେ ଛେଚି ହତ୍ୟା କଲେ ସାଙ୍ଗ । ଏଭଳି ଅଭାବନୀୟ ଲୋମଟାଙ୍କୁରା ଘଟଣା ଘଟିଛି […]

ଆଜି ସୁନିଆ, ଶ୍ରୀମନ୍ଦିର ଓ ଶ୍ରୀନଅରରେ ସ୍ଵତନ୍ତ ନୀତିକାନ୍ତି

ଗଜପତି ମହାରାଜାଙ୍କ ୬୭ଅଙ୍କ ପ୍ରବେଶ ଆଜି ଶ୍ରୀମନ୍ଦିରରେ ପାଳିତ ହେବ ବିଶେଷ ପର୍ବ ସୁନିଆ । ତେବେ ଶ୍ରୀମନ୍ଦିରର ସମସ୍ତ ପର୍ବ ପର୍ବାଣୀ ମଧ୍ୟରେ ସୁନିଆର ବିଶେଷତ୍ଵ ବେସ ଟିକେ ନିଆରା । ଆଜିଠାରୁ […]

ଚାଲିପାରୁନି ଗୃହ, ଫେଲ ମାରିଲା ସର୍ବଦଳୀୟ ବୈଠକ !

ଅପରାହ୍ନ ୪ଯାଏଁ ଗୃହ ମୁଲତବୀ ଆଜି ତୃତୀୟ ଦିନରେ ବି ଚାଲିପାରୁନି ବିଧାନସଭା । ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ଗୃହରେ ହୋହଲ୍ଲା ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଥିଲା। ଗୃହରେ ସ୍ଵାଭାବିକ ସ୍ଥିତି ନହେବାରୁ […]