ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଲାଗିବ ଏୟାର ପ୍ୟୁରିଫାୟର୍

ରାଜଧାନୀରେ ଲାଗିବ ଏୟାର ପ୍ୟୁରିଫାୟର ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଏୟାର ପ୍ୟୁରିଫାୟର୍(ବାୟୁ ଶୋଧକ ଯନ୍ତ୍ର) ଲାଗିବ । ଜୟଦେବ ବିହାର ଏବଂ ଏଜି ଛକରେ ପ୍ରାଥମିକ ଭାବେ ଏହି ଏୟାର ପ୍ୟୁରିଫାୟର୍ […]

ଆଜି ସୃଷ୍ଟି ହେବ ଲଘୁଚାପ

ଆଜି ସୃଷ୍ଟି ହେବ ଲଘୁଚାପ ଦକ୍ଷିଣ-ପଶ୍ଚିମ ବାଂଲାଦେଶ ଓ ଏହାକୁ ଲାଗି ରହିଥିବା ଗାଙ୍ଗେୟ ପଶ୍ଚିମବଙ୍ଗ ଉପରିସ୍ଥ ଘୂର୍ଣ୍ଣିବଳୟ ସେହି ସମାନ ଅଞ୍ଚଳରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତାରେ ରହିଥିବା […]

ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା

ଆଜିଠୁ ଆରମ୍ଭ ହେବ ରାଜ୍ୟ ବିଜେପି ସଭାପତି ଓ ରାଷ୍ଟ୍ରୀୟ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ସରିବ ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା। ଆଜିଠୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ […]

୧୮ହଜାର କୋଟିରୁ ଅଧିକ ଟଙ୍କାର ହେବ ନିବେଶ

ଆଦାନୀ ଓ ଜେଏସଡବଲ୍ୟୁ ସହ MOU ଆଦାନୀ ଓ ଜେଏସଡବଲ୍ୟୁ ସହ MOU । ୧୮ହଜାର କୋଟିରୁ ଅଧିକ ଟଙ୍କାର ହେବ ନିବେଶ  ।  ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ ଜେଟି […]

୨୦୩୬ ସୁଦ୍ଧା ରାଜ୍ୟରେ ୫୦% ଇଲେକ୍ଟ୍ରିକ ଗାଡ଼ି ବଢ଼ାଇବାକୁ ଲକ୍ଷ୍ୟ

ଖୁବ୍‌ଶୀଘ୍ର ଆସିବ ଓଡ଼ିଶା ଇଭି ନୀତି ୨.୦ ଖୁବ୍‌ଶୀଘ୍ର ରାଜ୍ୟ ସରକାର ଓଡ଼ିଶା ଇଭି ନୀତି ୨.୦ ଆଣିବାକୁ ଯାଉଛନ୍ତି। ଆସନ୍ତା ଡିସେମ୍ବରରେ ଓଡ଼ିଶା ଇଭି ନୀତି,୨୦୨୧ ଶେଷ ହୋଇଥିବାରୁ ଏହା ପୂର୍ବରୁ ନୂଆ […]

୩ ଦିନ ପ୍ରବଳ ବର୍ଷା

ଆଜି ସୃଷ୍ଟି ହେବ ଲଘୁଚାପ: ୩ ଦିନ ପ୍ରବଳ ବର୍ଷା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଉପର ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ଜାରି ରହିଛି। ଏହା ଏବେ […]

ଆଜିଠୁ ବର୍ଷା, ୨୪ରୁ ବଢ଼ିବ

୨୪ରୁ ବଢ଼ିବ ବର୍ଷା, ୫ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି ଆଜିଠୁ ବର୍ଷା । ୨୪ରୁ ବଢ଼ିବ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ିଘଡ଼ି ଜନିତ ବର୍ଷା ଆଶଙ୍କା ରହିଛି। ଆସନ୍ତା ୨୫ […]

ଓଡ଼ିଶାରେ ବଢ଼ୁଛି B.Ed କୋର୍ସ ଚାହିଦା

B.Ed କୋର୍ସରେ ୨,୭୫୦ ସିଟକୁ ୧,୨୬,୧୨୫ ଆବେଦନକାରୀ ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାଚେଲର ଅଫ ଏଡୁକେସନ (ବି.ଏଡ୍) ପାଠ୍ୟକ୍ରମରେ ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି। ଚଳିତ ବର୍ଷ ମାତ୍ର ୨,୭୫୦ଟି ବି.ଏଡ୍ ଆସନ […]

ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବକୁ ମୋହର

କ୍ୟାବିନେଟରେ ୫ ପ୍ରସ୍ତାବକୁ ମୋହର ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବକୁ ମୋହର । କ୍ୟାବିନେଟ୍‌ ମିଟିଂରେ ୫ ପ୍ରସ୍ତାବକୁ ମୋହର ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସରକାରୀ ଚାକିରି […]

ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ ୫୦,୪୦୦ ଟଙ୍କାକୁ ବୃଦ୍ଧି

ବଢିଲା ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ଖର୍ଚ୍ଚ ବଢିଲା ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ଖର୍ଚ୍ଚ । ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ କରି ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କରିଛନ୍ତି ରାଜ୍ୟ […]

‘ସମୁଦ୍ର ପଥରେ ପୋଟ୍ରୋଲିଂ କଡ଼ାକଡ଼ି ‘

ବାଂଲାଦେଶରେ ନିଆଁ, ଓଡ଼ିଶାରେ ହାଇ ଆଲର୍ଟ ବାଂଲାଦେଶରେ ରାଜନୈତିକ ଅସ୍ଥିରତା, ଓଡ଼ିଶାରେ ହାଇ ଆଲର୍ଟ । ସମୁଦ୍ର ପଥରେ ବୋଟ୍ ଯୋଗେ ଅନୁପ୍ରବେଶକାରୀ ଆସିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ […]